କଟକ: ଏସସିବି ମେଡିକାଲରୁ ପୁଣି 11 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ମେଡିକାଲର 7 ଜଣ କର୍ମଚାରୀ ରହିଥିବା ବେଳେ ଆଇସୋଲେସନ ୱାର୍ଡରୁ 4 ଜଣ ଆକ୍ରାନ୍ତ ରହିଛନ୍ତି ।
ଏସସିବି ମେଡିକାଲରୁ ପୁଣି 11 କୋରୋନା ଆକ୍ରାନ୍ତ ଚିହ୍ନଟ - କୋରୋନା ଆକ୍ରାନ୍ତ
ଏସସିବି ମେଡିକାଲରୁ ପୁଣି 11 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ମେଡିକାଲର 7 ଜଣ କର୍ମଚାରୀ ରହିଥିବା ବେଳେ ଆଇସୋଲେସନ ୱାର୍ଡରୁ 4 ଜଣ ଆକ୍ରାନ୍ତ ରହିଛନ୍ତି । ଅଧିକ ପଢନ୍ତୁ...
ଏସସିବି ମେଡିକାଲରୁ ପୁଣି 11 କୋରୋନା ଆକ୍ରାନ୍ତ ଚିହ୍ନଟ
ଅନ୍ୟପକ୍ଷରେ ଶିଶୁ ଭବନରୁ ଜଣେ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ରବିବାର କଟକରୁ ମୋଟ 23 ଜଣ ପଜିଟିଭ ଚିହ୍ନଟ କରାଯାଇଛି । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରଶାସନ ପକ୍ଷରୁ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଉଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ