କଟକ: କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ମନ୍ଦିର ନବନିର୍ମାଣ ପ୍ରସଙ୍ଗ । ଜମି ହରାଉଥିବା ଶୈଳବାଳା ମହିଳା ମହାବିଦ୍ୟାଳୟ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା । ପ୍ରଥମ ପର୍ଯ୍ୟାୟରେ ସାଢେ ୫ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା । ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ୪୮୦୦ ବର୍ଗ ମିଟର ଜମି ନିରୂପଣ ।
ଶୈଳବାଳା ମହିଳା ମହାବିଦ୍ୟାଳୟ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା - ଶୈଳବାଲା ମହିଳା ମହାବିଦ୍ୟାଳୟ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା
କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀଙ୍କ ମନ୍ଦିର ନବନିର୍ମାଣ ପ୍ରସଙ୍ଗ । ଜମି ହରାଉଥିବା ଶୈଳବାଳା ମହିଳା ମହାବିଦ୍ୟାଳୟ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା । ପ୍ରଥମ ପର୍ଯ୍ୟାୟରେ ସାଢେ ୫ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା । ଅଧିକ ପଢନ୍ତୁ

ଶୈଳବାଲା ମହିଳା ମହାବିଦ୍ୟାଳୟ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା
ମହାବିଦ୍ୟାଳୟର ଖେଳ ପଡିଆ ଓ ଡ୍ରେନ ନିର୍ମାଣ ପାଇଁ ୨୬ ଲକ୍ଷ ଟଙ୍କା ମଞ୍ଜୁର । ଏକ ବହୁମୁଖୀ ହଲ ଓ ଅଡିଟୋରିଅମର ପୁନଃଦ୍ଧାର ପାଇଁ ୩ କୋଟି ୧୨ ଲକ୍ଷ ଟଙ୍କା ବ୍ୟୟ ହେବ । ଖେଳ ପଡିଆ ପାଇଁ BOSE ନିକଟରେ ୫ ଏକର ଜମି ମିଳିବ । କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (RDC) ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଇଟିଭି ଭାରତ, କଟକ