ଓଡିଶା

odisha

ETV Bharat / city

ଯୋବ୍ରା ବ୍ୟାରେଜରେ ଲାଗିଲା ଯୁବକଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ - ବ୍ୟାରେଜରେ ଯୁବକଙ୍କ ମୃତଦେହ

କଟକ ଯୋବ୍ରା ବ୍ୟାରେଜ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ତେବେ ମୃତକଙ୍କ ପରିଚୟ ଜଣା ପଡିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ଜଗତପୁର ଥାନା ପୋଲିସ । ଅଧିକ ପଢନ୍ତୁ

ଯୋବ୍ରା ବ୍ୟାରେଜରେ ଲାଗିଲା ଯୁବକଙ୍କ ମୃତଦେହ
ଯୋବ୍ରା ବ୍ୟାରେଜରେ ଲାଗିଲା ଯୁବକଙ୍କ ମୃତଦେହ

By

Published : Nov 20, 2021, 2:09 PM IST

କଟକ: ଯୋବ୍ରା ବ୍ୟାରେଜରେ ଲାଗିଲା ଯୁବକଙ୍କ ମୃତଦେହ । ଅଗ୍ନିଶମ ବାହିନୀ ଆଜି(ଶନିବାର) ସକାଳ ସମୟରେ କଟକ ଯୋବ୍ରା ବ୍ୟାରେଜ ମହାନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ତେବେ ମୃତକଙ୍କ ପରିଚୟ ଜଣା ପଡିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ଜଗତପୁର ଥାନା ପୋଲିସ।

ଯୋବ୍ରା ବ୍ୟାରେଜରେ ଲାଗିଲା ଯୁବକଙ୍କ ମୃତଦେହ

ଯୁବକଙ୍କ ବୟସ 30 ଭିତରେ ହେବ ବୋଲି ଅନୁମାନ କରାଯାଉଛି । ଏପଟେ ଏହା ଏକ ଦୁର୍ଘଟଣା, ହତ୍ୟା ନା ଆତ୍ମହତ୍ୟା, ସେ ନେଇ ତଦନ୍ତ କରୁଛି ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details