ଓଡିଶା

odisha

ETV Bharat / city

କୋଭିଡ ନିୟମ ଉଲଙ୍ଘନ କରି ବିକୁଥିଲେ ମଦ, ସିଲ୍ ହେଲା ଦୋକାନ - ସିଲ୍ ହେଲା ମଦ ଦୋକାନ

କୋଭିଡ ନିୟମ ଉଲଙ୍ଘନ କରି ସିଲ ହେଲା ମଦ ଦୋକାନ । ମଦ ଦୋକାନକୁ ସିଲ କଲା ସିଏମସି ଏନଫୋର୍ସମେଣ୍ଟ ଟିମ୍ ।

କୋଭିଡ ନିୟମ ଉଲଙ୍ଘନ କରି ବିକୁଥିଲେ ମଦ, ସିଲ୍ ହେଲା ଦୋକାନ
କୋଭିଡ ନିୟମ ଉଲଙ୍ଘନ କରି ବିକୁଥିଲେ ମଦ, ସିଲ୍ ହେଲା ଦୋକାନ

By

Published : Jun 14, 2021, 10:54 PM IST

କଟକ: କୋଭିଡ ନିୟମ ଉଲଙ୍ଘନ କରି ସିଲ ହେଲା ମଦ ଦୋକାନ । ମଦ ଦୋକାନକୁ ସିଲ କଲା ସିଏମସି ଏନଫୋର୍ସମେଣ୍ଟ ଟିମ୍ ।

କୋଭିଡ ନିୟମ ଉଲଙ୍ଘନ କରି ବିକୁଥିଲେ ମଦ, ସିଲ୍ ହେଲା ଦୋକାନ

ସୂଚନା ଅନୁସାରେ, କଟକ କାଠଗୋଲା ସାହି ସୃଷ୍ଟି ହସ୍ପିଟାଲ ପାଖରେ ଥିବା ଏକ ମଦ ଦୋକାନ କୋଭିଡ ନିୟମ ଉଲଙ୍ଘନ କରି ଅଫଲାଇନରେ ଚୋରା ଭାବେ ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା ।

ଗାଇଡ଼ ଲାଇନ ଅନୁସାରେ ମଦ ଵ୍ୟଵସାୟୀ କେବଳ ଅନଲାଇନ ମଦ ବିକ୍ରି କରିପାରିବେ । ଯେଉଁ ନିୟମକୁ ଉଲଙ୍ଘନ କରିଛନ୍ତି ଏହି ଵ୍ୟଵସାୟୀ ଜଣକ । ତେଣୁ ସିଏମସିର ଟିମ ପହଞ୍ଚି ଦୋକାନଟିକୁ ସିଲ୍ କରିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details