କଟକ: ଅନେକ ସମୟରେ କୌଣସି ଏକ ସ୍ଥାନର ଉନ୍ନତିକରଣ ପାଇଁ ଦରକାର ପଡେ ଉଚ୍ଛେଦ । ସେହିପରି ସିଲଭରସିଟିର ବିକାଶ ପାଇଁ ମଧ୍ୟ ଜାରି ରହିଛି ଉଛେଦ ପ୍ରକ୍ରିୟା । ଆଜି(ଗୁରୁବାର) ହାଡ଼ିଆ ପଠାରେ ଥିବା ବେଆଇନ ଘରକୁ ଉଚ୍ଛେଦ କରିଛି କଟକ ମହାନଗର ନିଗମ ।
ସିଲଭର ସିଟିର ବିକାଶ ପାଇଁ ପ୍ରଶାସନର ଉଚ୍ଛେଦ ଜାରି - ସିଲଭର ସିଟି ଉଚ୍ଛେଦ
ସିଲଭରସିଟିର ବିକାଶ ପାଇଁ ମଧ୍ୟ ଜାରି ରହିଛି ଉଛେଦ ପ୍ରକ୍ରିୟା । ଆଜି(ଗୁରୁବାର) ହାଡ଼ିଆ ପଠାରେ ଥିବା ବେଆଇନ ଘରକୁ ଉଚ୍ଛେଦ କରିଛି କଟକ ମହାନଗର ନିଗମ । ଅଧିକ ପଢନ୍ତୁ...
ସିଲଭର ସିଟିର ବିକାଶ ପାଇଁ ପ୍ରଶାସନର ଉଚ୍ଛେଦ ଜାରି
ସିଲଭର ସିଟିର ବିକାଶ ପାଇଁ ପ୍ରଶାସନର ଉଚ୍ଛେଦ ଜାରି
ଗୋଟିଏ ପଟେ ଏସିବି ସମ୍ପ୍ରସାରଣ ଅନ୍ୟପଟେ ତାଳଦଣ୍ଡା କେନାଲର ଉନ୍ନତିକରଣ ପ୍ରସଙ୍ଗ ରାଜ୍ୟ ସରକାରଙ୍କ ମୁଖ୍ୟ ସ୍ବପ୍ନ ରହଥିବା ବେଳେ ଏହି ଉଚ୍ଛେଦ ଜାରି ରହିଛି । ତେବେ ଉଚ୍ଛେଦ ହୋଇଥିବା ପରିବାରଙ୍କୁ ଆର୍ଥିକ ସହାୟତା ସହ ସମସ୍ତ ସୁବିଧା ସୁଯୋଗ ଦିଆଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି ସିଏମସି ଡେପୁଟି କମିଶନର ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ