ଓଡିଶା

odisha

ପୋଲିସ ବିଭାଗରେ ନିଯୁକ୍ତ ହେବେ ୧୮୫ ଜଣ ଡ୍ରାଇଭର

ପୋଲିସ ବିଭାଗରେ ୧୮୫ ଜଣ ଡ୍ରାଇଭରଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ଚୟନ ବୋର୍ଡ ଦ୍ବାରା ମନୋନୀତ ହୋଇଥିବା 185 ଡ୍ରାଇଭରଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ଡିଜି । ଅଧିକ ପଢନ୍ତୁ

By

Published : Dec 20, 2021, 11:01 PM IST

Published : Dec 20, 2021, 11:01 PM IST

police department
police department

କଟକ: ପୋଲିସ ବିଭାଗରେ ୧୮୫ ଜଣ ଡ୍ରାଇଭରଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ।

ଚୟନ ବୋର୍ଡ ଦ୍ବାରା ମନୋନୀତ ହୋଇଥିବା 185 ଡ୍ରାଇଭରଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ଡିଜି ।

ଫଳରେ ଯୋଗ୍ୟେ ପ୍ରାର୍ଥୀଙ୍କ ତାଲିକା ୱେବସାଇଟ oprecruitment.in ଏବଂ odishapolice.gov.in ରେ ଉପଲବ୍ଧ ହେଉଛି ।

ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ଶାରୀରିକ ପରୀକ୍ଷା ଏବଂ ଡ୍ରାଇଭିଂ ପରୀକ୍ଷା ଡିସେମ୍ବର ୧ ରୁ ଡିସେମ୍ବର ୧୦ ତାରିଖ ମଧ୍ୟରେ ଆୟୋଜନ କରାଯାଇଥିଲା। ଲିଖିତ ପରୀକ୍ଷା ଡିସେମ୍ବର ୧୨ ରେ ଅନୁଷ୍ଠିତ ହୋଇଥିଲା |

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details