ଷ୍ଟାର ଦମ୍ପତି ବିବାଦ:ଦରଖାସ୍ତର ଶୁଣାଣି କଲେ ଏସଡ଼ିଜେଏମ କୋର୍ଟ
ଦରଖାସ୍ତର ଶୁଣାଣି କଲେ ଏସଡ଼ିଜେଏମ କୋର୍ଟ
15:17 January 28
ବର୍ଷା ଅନୁଭବ ବିବାଦ: ଦରଖାସ୍ତର ଶୁଣାଣି କଲେ ଏସଡ଼ିଜେଏମ କୋର୍ଟ
କଟକ:ବର୍ଷା ଅନୁଭବ ବିବାଦ ମାମଲାରେ ଉଭୟଙ୍କ ପକ୍ଷରୁ ଦାଖଲ ହୋଇଥିବା ଦରଖାସ୍ତର ଶୁଣାଣି ହୋଇଛି । ଗୁରୁବାର କଟକ ଏସଡ଼ିଜେଏମ କୋର୍ଟ ଏହି ଶୁଣାଣି କରିଛନ୍ତି । ତେବେ ଆସନ୍ତା ଫେବୃଆରୀ ୫ରେ ଏହାର ନିର୍ଦ୍ଦେଶନାମା ହେବ । ଘରୋଇ ହିଂସା ଅଭିଯୋଗ କରି ବର୍ଷା ଏସଡ଼ିଜେଏମ କୋର୍ଟରେ କରିଛନ୍ତି ମୂଳ ମାମଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Jan 28, 2021, 4:53 PM IST