ଓଡିଶା

odisha

By

Published : Feb 2, 2021, 10:06 PM IST

ETV Bharat / city

10 ବର୍ଷ ମଧ୍ୟରେ SCB ମେଡିକାଲ ସାଜିବ ଉଦାହରଣ: ସ୍ବାସ୍ଥ୍ୟମନ୍ତ୍ରୀ

ଆସନ୍ତା 10 ବର୍ଷ ମଧ୍ୟରେ SCB ମେଡିକାଲ ହେବ ଏକ ମାଇଲ ଖୁଣ୍ଟ । ସେନେଇ ଚାଲିଛି ଆଲୋଚନା । ଅଧିକ ପଢନ୍ତୁ...

a meeting held in scb medical college
10 ବର୍ଷ ମଧ୍ୟରେ ଏସିବି ମେଡିକାଲ ସାଜିବ ଉଦାହରଣ:ସ୍ବାସ୍ଥ୍ୟମନ୍ତ୍ରୀ

କଟକ: ଆସନ୍ତା 10 ବର୍ଷ ମଧ୍ୟରେ SCB ମେଡିକାଲ ହେବ ଏକ ମାଇଲ ଖୁଣ୍ଟ । ସେନେଇ ଚାଲିଛି ଆଲୋଚନା । ସବୁ ବିଭାଗର ଏଚଓଡି ଓ ପ୍ରିନ୍ସିପାଲ , ସୁପରିଟେଣ୍ଡେଣ୍ଟ , ଅନାନ୍ୟ ଅଧିକାରୀଙ୍କ ସହ ଆଜି (ମଙ୍ଗଳବାର) ବିଧିବଦ୍ଧ ଭାବରେ ଆଲୋଚନା କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଯେପରି କୌଣସି ବିଭାଗରେ ଅସୁବିଧା ନ ରହିବ ସେ ନେଇ ଆଲୋଚନା ହୋଇଛି।

10 ବର୍ଷ ମଧ୍ୟରେ SCB ମେଡିକାଲ ସାଜିବ ଉଦାହରଣ: ସ୍ବାସ୍ଥ୍ୟମନ୍ତ୍ରୀ

ଏହାଛଡ଼ା ଲୋକମାନଙ୍କ ମଧ୍ୟ କୌଣସି ଅସୁବିଧା ନ ହେବ ସେ ଦିଗରେ ନିଆଯିବା ଠୋସ ପଦକ୍ଷେପ । ତେବେ ଏସିବି ମେଡିକାଲର ନୂଆ ରୂପ ଶୀଘ୍ର ଲୋକମାନଙ୍କ ଆଗରେ ରହିବା ନେଇ ମତବ୍ୟକ୍ତ କରିଛନ୍ତି ମନ୍ତ୍ରୀ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details