କଟକ: ବନ୍ଦ ଘରୁ ଯୁବକର ମୃତ ଦେହ ଜବତ । ମୃତକ ମଙ୍ଗଳାବାଗ ଅଞ୍ଚଳର ଜଣକ ସୁନୀଲ ଲେଙ୍କା ହୋଇଥିବା ବେଳେ ତାଙ୍କ ଘର ଖୋର୍ଦ୍ଧାର କୃପାସିନ୍ଧୁପୁର ବୋଲି ଜଣାପଡିଛି । ମଙ୍ଗଳାବାଗ ଅଞ୍ଚଳରେ ସେ ପରିବାର ସହ ଘର ଭଡା ରହୁଥିଲେ ।
ବନ୍ଦ ଘରୁ ଯୁବକର ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ - କଟକ କ୍ରାଇମ ନ୍ୟୁଜ୍
ମଙ୍ଗଳବାଗ ଅଞ୍ଚଳରେ ଜଣେ ଯୁବକର ମୃତଦେହ ମିଳିଛି । ମୃତକ ଜଣକ ଆତ୍ମହତ୍ୟା କରିଥିବା ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ତଦନ୍ତ ଜାରି ରହିଛି ।

କଟକରୁ ମୃତ ଦେହ ଉଦ୍ଧାର
କଟକରୁ ମୃତ ଦେହ ଉଦ୍ଧାର
ହେଲେ ଆଜି ସକାଳୁ ପୋଲିସ ପହଞ୍ଚି ଏକ ବନ୍ଦ ଘରୁ ସୁନୀଲଙ୍କ ମୃତଦେହ ଠାବ କରିଛି । ମୃତକ ଜଣକ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଅନୁମାନ କରୁଛି । ତେବେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି ମଙ୍ଗଳାବାଗ ପୋଲିସ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ