କଟକ: କାକଟପୁର ଶକ୍ତିପୀଠରେ ନିୟୋଜିତ ସମସ୍ତ ସେବାୟତଙ୍କୁ ବାର୍ଷିକ 15 ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ମନ୍ଦିର ପକ୍ଷରୁ ପ୍ରକାଶ ଚନ୍ଦ୍ର ପଣ୍ଡା ଓ 14 ସେବାୟତ ଏନେଇ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ।
କାକଟପୁର ସେବାୟତଙ୍କୁ ସହାୟତା ରାଶି ପ୍ରଦାନ ପାଇଁ ହାଇକୋର୍ଟରେ ମାମଲା ରୁଜୁ - ସହାୟତା ରାଶି ପ୍ରଦାନ
କାକଟପୁର ଶକ୍ତିପୀଠରେ ନିୟୋଜିତ ସମସ୍ତ ସେବାୟତଙ୍କୁ ବାର୍ଷିକ 15 ହଜାର ଟଙ୍କା ସହାୟତ ରାଶି ପ୍ରଦାନ କରିବାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ଅଧିକ ଖବର ପଢନ୍ତୁ...
କାକଟପୁର ସେବାୟତଙ୍କୁ ସହାୟତା ରାଶି ପ୍ରଦାନ ପାଇଁ ହାଇକୋର୍ଟରେ ମାମଲା ରୁଜୁ
ପୁରୀ ଶ୍ରୀମନ୍ଦିରରେ ସମସ୍ତ ସେବାୟତଙ୍କୁ ତିନୋଟି କିସ୍ତିରେ 5 ହଜାର ଟଙ୍କା ଲେଖାଏଁ 15 ହଜାର ଟଙ୍କା ପ୍ରଦାନ କରାଯାଉଥିବା ବେଳେ ବେଳେ କାକଟପୁର ଶକ୍ତିପୀଠର ସେବାୟତଙ୍କୁ ଏହି ଭଳି ରାଶି ପ୍ରଦାନ କରାଯାଉ ବୋଲି ଆବେଦନକାରୀ କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ