ଓଡିଶା

odisha

ETV Bharat / city

ଆରମ୍ଭ ହେଲା ବହି ବିକ୍ରି; ଦୋକାନରେ ମିଳିବ ନବମ ଓ ଦଶମ ଶ୍ରେଣୀ ବହି

ଆଜିଠାରୁ ବହି ଦୋକାନରେ ମିଳିବ ନବମ ଓ ଦଶମ ଶ୍ରେଣୀର ବହି । ଉଭୟ ଶ୍ରେଣୀ ପାଇଁ ୧୪ଟି ନୂତନ ବିଷୟ ରହିଛି ।

By

Published : May 26, 2020, 6:34 PM IST

9th-10th-book-available-in-book-store
ଆରମ୍ଭ ହେଲା ବହି ବିକ୍ରି; ଦୋକାନରେ ମିଳିବ ନବମ ଓ ଦଶମ ଶ୍ରେଣୀ ବହି

କଟକ: ଆରମ୍ଭ ହେଲା ବହି ବିକ୍ରି ପ୍ରକ୍ରିୟା। ଆଜିଠାରୁ ବହି ଦୋକାନରେ ମିଳିବ ନବମ ଓ ଦଶମ ଶ୍ରେଣୀର ବହି । ଉଭୟ ଶ୍ରେଣୀ ପାଇଁ ୧୪ଟି ନୂତନ ବିଷୟ ରହିଛି । ରାଜ୍ୟର ୬ଟି ଜୋନରୁ ରିଟେଲର ବ୍ୟବସାୟୀମାନେ ବହି କିଣି ସାରିଥିଲାବେଳେ ଆଜି ଠାରୁ ବହି ବିକ୍ରି ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।ସେହିପରି ସାମାଜିକ ଦୂରତା ବଜାୟ ରଖି ବହି କିଣିବାକୁ ବୋର୍ଡ ସମ୍ପାଦକ ଅବିଭାବକମାନଙ୍କୁ ନିବେଦନ କରିଛନ୍ତି।

ଆରମ୍ଭ ହେଲା ବହି ବିକ୍ରି; ଦୋକାନରେ ମିଳିବ ନବମ ଓ ଦଶମ ଶ୍ରେଣୀ ବହି
କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details