ଓଡିଶା

odisha

ETV Bharat / city

ଡାକ୍ତରଙ୍କଠୁ ୭୭ ଲକ୍ଷ ଟଙ୍କା ଅନଲାଇନ ଠକେଇ - କଟକ ଡାକ୍ତରଙ୍କ ଠାରୁ ଅନଲାଇନ ଠକେଇ

ଅନଲାଇନ ଠକେଇ ଶିକାର ହେଲେ ଡାକ୍ତର । ଡ଼ାକ୍ତରଙ୍କ ଠାରୁ ୭୭ ଲକ୍ଷ ଟଙ୍କା ଠକେଇ । ବିଏସଏନଏଲ ନମ୍ବର ଇନାକ୍ଟିଭ ହେବ କହି ଠକି ନେଲେ ଦୁବୃର୍ତ୍ତ । ଅଧିକ ପଢନ୍ତୁ...

77 lakhs of rupees online frude
ଡାକ୍ତରଙ୍କ ଠାରୁ ୭୭ ଲକ୍ଷ ଟଙ୍କା ଅନଲାଇନ ଠକେଇ

By

Published : Feb 17, 2021, 6:08 PM IST

Updated : Feb 17, 2021, 9:18 PM IST

କଟକ: ଡାକ୍ତରଙ୍କଠୁ ଅନଲାଇନ ଠକେଇ । ଡ଼ାକ୍ତରଙ୍କ ଠାରୁ ୭୭ ଲକ୍ଷ ଟଙ୍କା ଠକେଇ । ଏନଟିପିସିରୁ ଅବସର ନେଇଥିବା ଡାକ୍ତର ଠକେଇର ଶିକାର ହୋଇଛନ୍ତି । ବିଏସଏନଏଲ ନମ୍ବର ଇନାକ୍ଟିଭ ହେବ କହି ଠକି ନେଲେ ଦୁବୃର୍ତ୍ତ ।

ଡାକ୍ତରଙ୍କ ଠାରୁ ୭୭ ଲକ୍ଷ ଟଙ୍କା ଅନଲାଇନ ଠକେଇ

ଏନଟିପିସିରୁ ଅବସର ନେଇଥିବା ଡାକ୍ତର ସନାତନ ମହାନ୍ତି ଅନଲାଇନ ଠକେଇର ଶିକାର ହୋଇଛନ୍ତି । ତାଙ୍କ ସରଳତାର ସୁଯୋଗ ନେଇ ସାଇବର ଠକ ୭୭ ଲକ୍ଷ ୮୬ହଜାର ୭୨୭ ଟଙ୍କା ଠକି ନେଇଛନ୍ତି ।

ଡାକ୍ତରଙ୍କ ଠାରୁ ୭୭ ଲକ୍ଷ ଟଙ୍କା ଅନଲାଇନ ଠକେଇ

ଏନେଇ ସାଇବର କ୍ରାଇମ ଥାନାରେ ମାମଲା ରୁଜ୍ଜୁ ହୋଇଛି । ତାଙ୍କର ଏକାଧିକ ଆକାଉଣ୍ଟରୁ ଅନଲାଇନ ଟ୍ରାନଜାକସନ ମାଧ୍ୟମରେ ଏହି ଲୁଟ ହୋଇଛି ।

ଡାକ୍ତରଙ୍କଠୁ ୭୭ ଲକ୍ଷ ଟଙ୍କା ଅନଲାଇନ ଠକେଇ

ବିଏସଏନଏଲ ନମ୍ବରଟି ଏକାଧିକ ଆକାଉଣ୍ଟରେ ଆଟାଚ ଥିଲା । ନମ୍ବର ହ୍ୟାକ କରି ସମସ୍ତ ଆକାଉଣ୍ଟର ତଥ୍ୟ ନେଇଗଲେ ସାଇବର କ୍ରିମିନାଲ । ସାଇବର ଠକ ହିନ୍ଦୀରେ 78668896 ନମ୍ବରରେ କଥା ହେଉଥିଲେ ।

କଟକରୁ ନରାୟଣ ସାହୁ, ଇଟିଭି ଭାରତ

Last Updated : Feb 17, 2021, 9:18 PM IST

ABOUT THE AUTHOR

...view details