ଓଡିଶା

odisha

କଟକରୁ 57 ନୂଆ ଆକ୍ରାନ୍ତ ଚିହ୍ନଟ

ଗୁରୁବାର କଟକରୁ 57 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ କଟକ ମହାନଗର ନିଗମ ଅଞ୍ଚଳରୁ ମୋଟ ୧୪ ହଜାର ୭୩୮ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଅଧିକ ପଢନ୍ତୁ...

By

Published : Oct 29, 2020, 9:22 PM IST

Published : Oct 29, 2020, 9:22 PM IST

ETV Bharat / city

କଟକରୁ 57 ନୂଆ ଆକ୍ରାନ୍ତ ଚିହ୍ନଟ

ପୁଣି କଟକରୁ 57 ନୂଆ ଆକ୍ରାନ୍ତ ଚିହ୍ନଟ
ପୁଣି କଟକରୁ 57 ନୂଆ ଆକ୍ରାନ୍ତ ଚିହ୍ନଟ

କଟକ: ପୁଣି କଟକରୁ ୫୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । 57 ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ ଶିକ୍ଷାନୁଷ୍ଠାନ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ଏହାଛଡା ୨୬ ଜଣ ସ୍ଥାନୀୟ ଆକ୍ରାନ୍ତ ଥିବା ଜଣାପଡିଛି।

ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ମୋଟ ୧୪ ହଜାର ୭୩୮ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ହଜାର ୮୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୮୨୮ ଜଣ ଆକ୍ରାନ୍ତ ଏବେବି ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । 24 ଘଣ୍ଟାରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ଏଯାବତ୍ କଟକରେ ୬୭ ଜଣ ଆକ୍ରାନ୍ତଙ୍କର ମୃତୁ ଘଟିଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details