ଓଡିଶା

odisha

ETV Bharat / city

ଗାନ୍ଧୀ ଜୟନ୍ତୀରେ କଟକରେ ୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ - ୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ଖଦି ଓ ଗ୍ରାମଦ୍ୟୋଗ ଆୟୋଗ ମାଧ୍ୟମରେ କ୍ଷୁଦ୍ର ଓ ଅଣୁ ଶିଳ୍ପ ଭିତ୍ତିଭୂମିର କଟକରେ ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଅଧିକ ପଢନ୍ତୁ...

ଗାନ୍ଧୀ ଜୟନ୍ତୀରେ କଟକରେ ୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ
ଗାନ୍ଧୀ ଜୟନ୍ତୀରେ କଟକରେ ୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

By

Published : Oct 2, 2020, 10:19 PM IST

କଟକ: କଟକ ବାସୀଙ୍କ ପାଇଁ ଖୁସି ଖବର । ଖଦି ଓ ଗ୍ରାମଦ୍ୟୋଗ ଆୟୋଗ ମାଧ୍ୟମରେ କ୍ଷୁଦ୍ର ଓ ଅଣୁ ଶିଳ୍ପ ଭିତ୍ତିଭୂମିର ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହାଦ୍ୱାରା ଗ୍ରାମର ଲୋକଙ୍କୁ ନିଜ ସ୍ଥାନରେ ରୋଜଗାର ଉପଲବ୍ଧ କରାଇହେବ ବୋଲି ମନ୍ତ୍ରୀ କହିଛନ୍ତି।

ଗାନ୍ଧୀ ଜୟନ୍ତୀରେ କଟକରେ ୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ସେହିପରି ଗତିରାଉତ ପାଟଣା ସରସ୍ୱତୀ ଶିଶୁ ମନ୍ଦିରରେ ମହୁମାଛି ପାଳନ କରି ମହୁ ଉତ୍ପାଦନର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ । ଏହା ଆମ ରାଜ୍ୟରୁ ଶ୍ରମିକ ପଳାୟନ ରୋକିବାରେ ସହାୟକ ହେବା ସହ ଆତ୍ମନିର୍ଭରଶୀଳ ଭାରତ ପାଇଁ ଦିଗଦର୍ଶନ ଦେଖାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details