କଟକ: କଟକରୁ ପୁଣି 34 ପିଜିଟିଭ ଚିହ୍ନଟ । ଯାହାକୁ ନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ 5 ପିଜିଟିଭ ଚିହ୍ନଟ ହୋଇଥିଲା ବେଳେ ଏକ ଘରୋଇ ମେଡିକାଲରୁ 6 ଓ ଅନ୍ୟାନ୍ୟ ସ୍ଥାନରୁ 23 ପିଜିଟିଭ ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛି ଜିଲା ପ୍ରଶାସନ ।
କଟକକୁ ସଙ୍କଟ, ପୁଣି 34 ପଜିଟିଭ ଚିହ୍ନଟ - କଟକରୁ ପୁଣି 34 ପିଜି ଚିହ୍ନଟ
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ 5 ପିଜିଟିଭ ଚିହ୍ନଟ ହୋଇଥିଲା ବେଳେ ଏକ ଘରୋଇ ମେଡିକାଲରୁ 6 ଓ ଅନ୍ୟାନ୍ୟ ସ୍ଥାନରୁ 23 ପିଜିଟିଭ ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛି ଜିଲା ପ୍ରଶାସନ । ଅଧିକ ପଢନ୍ତୁ...
![କଟକକୁ ସଙ୍କଟ, ପୁଣି 34 ପଜିଟିଭ ଚିହ୍ନଟ କଟକକୁ ସଙ୍କଟ, ପୁଣି 34 ପଜିଟିଭ ଚିହ୍ନଟ](https://etvbharatimages.akamaized.net/etvbharat/prod-images/768-512-7883230-299-7883230-1593796144512.jpg)
କଟକକୁ ସଙ୍କଟ, ପୁଣି 34 ପଜିଟିଭ ଚିହ୍ନଟ
ତେବେ ବଡ଼ମ୍ବା ଓ ନରସିଂହ ପୁରରୁ ଗୋଟିଏ ଲେଖାଏଁ ପିଜିଟିଭ ଚିହ୍ନଟ କରାଯାଇଛି । ଏହାରି ମଧ୍ୟରେ ଗୁରୁବାର କର୍କଟ କେନ୍ଦ୍ରରେ କୋରୋନା ରେକର୍ଡ ଛୁଇଁଥିଲା । ଗୋଟିଏ ଦିନରେ ଏଠାରୁ 55 ପିଜିଟିଭ ମାମଲା ସାମ୍ନାକୁ ଆସିଥିଲା ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ