କଟକ: କଟକ ମହାନଗର ନିଗମରେ ଶୁକ୍ରବାର ୨୬୪ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି। ସେଥିରୁ ୮୦ ଜଣ ହୋମକ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୫୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ୧୩୦ ଜଣ ସ୍ଥାନୀୟ ଆକ୍ରାନ୍ତ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
କଟକ ମହାନଗର ନିଗମରେ ୨୬୪ କୋରୋନା ପଜିଟିଭ, ୧୩୦ ସ୍ଥାନୀୟ ଆକ୍ରାନ୍ତ - ୧୩୦ ସ୍ଥାନୀୟ ଆକ୍ରାନ୍ତ
କଟକ ମହାନଗର ନିଗମରେ ଶୁକ୍ରବାର ୨୬୪ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ସେଥିରୁ ୮୦ ଜଣ ହୋମକ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୫୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ୧୩୦ ଜଣ ସ୍ଥାନୀୟ ଆକ୍ରାନ୍ତ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...
![କଟକ ମହାନଗର ନିଗମରେ ୨୬୪ କୋରୋନା ପଜିଟିଭ, ୧୩୦ ସ୍ଥାନୀୟ ଆକ୍ରାନ୍ତ କଟକ ମହାନଗର ନିଗମରେ ୨୬୪ କୋରୋନା ପଜିଟିଭ, ୧୩୦ ସ୍ଥାନୀୟ ଆକ୍ରାନ୍ତ](https://etvbharatimages.akamaized.net/etvbharat/prod-images/768-512-8768956-718-8768956-1599851429797.jpg)
କଟକ ମହାନଗର ନିଗମରେ ୨୬୪ କୋରୋନା ପଜିଟିଭ, ୧୩୦ ସ୍ଥାନୀୟ ଆକ୍ରାନ୍ତ
ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୭୩୫୭ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୫୧୯୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଅନ୍ୟପକ୍ଷରେ ୩୨ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ୨୧୨୯ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଜଣଙ୍କର ମୃତ୍ୟୁ ଘଟିଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ