କଟକ: ମାଲଗୋଦାମ ଅଞ୍ଚଳରୁ ଗଞ୍ଜେଇ ଜବତ । 2ଜଣକୁ ଗିରଫ କରିବା ସହ 2 ପ୍ୟାକେଟ ଗଞ୍ଜେଇ ଜବତ କରିଛି ପୋଲିସ । ଶିଖରପୁର ରେଳ ଟ୍ରାକ ନିକଟରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ବେଳେ ମାଲଗୋଦାମ ପୋଲିସ ହାବୁଡରେ ପଡିଯାଇଥିଲେ । ଗିରଫ ଦୁଇ ବ୍ୟକ୍ତିଙ୍କୁ ପରେ କୋର୍ଟ ଚାଲାଣ କରାଯାଇଛି ।
ରେଳ ଲେଭଲ କ୍ରସିଂ ନିକଟରେ ଗଞ୍ଜେଇ ଚୋରାଚାଲାଣ, 2 ଗିରଫ - ଗଞ୍ଜେଇ ବ୍ୟବସାୟ
କଟକ ମାଲଗୋଦାମ ଅଞ୍ଚଳରୁ ଦୁଇ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ । ଶିଖରପୁର ରେଳ ଟ୍ରାକ ନିକଟରେ ଧରାପଡିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...
![ରେଳ ଲେଭଲ କ୍ରସିଂ ନିକଟରେ ଗଞ୍ଜେଇ ଚୋରାଚାଲାଣ, 2 ଗିରଫ ରେଳ ଲେଭେଲ କ୍ରସିଂ ନିକଟରେ ଗଞ୍ଜେଇ ଚୋରାଚାଲାଣ](https://etvbharatimages.akamaized.net/etvbharat/prod-images/768-512-11271199-thumbnail-3x2-ganja.jpg)
ରେଳ ଲେଭେଲ କ୍ରସିଂ ନିକଟରେ ଗଞ୍ଜେଇ ଚୋରାଚାଲାଣ
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ