କଟକ:କଟକ ମହାନଗର ନିଗମରେ ଶୁକ୍ରବାର ୧୪୯ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି ।ସେଥିରୁ ୪୩ ଜଣ ହୋମକ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୩୫ ଜଣ ସରକାରୀ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।
କଟକରୁ ପୁଣି ୧୪୯ କୋରୋନା ପଜିଟିଭ ଚିହ୍ନଟ - ୧୪୯ କୋରୋନା ପଜେଟିଭ ଚିହ୍ନଟ
ଶୁକ୍ରବାର କଟକ ମହାନଗର ନିଗମରୁ ୧୪୯ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ..
![କଟକରୁ ପୁଣି ୧୪୯ କୋରୋନା ପଜିଟିଭ ଚିହ୍ନଟ 149 corona case detected in cmc](https://etvbharatimages.akamaized.net/etvbharat/prod-images/768-512-8509993-125-8509993-1598027331299.jpg)
149 corona case detected in cmc
ଏଥି ମଧ୍ୟରୁ ୭୧ ଜଣ ସ୍ଥାନୀୟ ଆକ୍ରାନ୍ତ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୨୯୭୭ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୧୭୮୪ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୧୪ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ୧୧୭୯ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ