ଲକଡାଉନରେ ଉଚ୍ଛେଦ, 50 ହଜାର କ୍ଷତିପୂରଣ ଦେବ ସିଏମସି - taladanda canal eviction
ଲକଡାଉନରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । କଟକ ତାଳଦଣ୍ଡା କେନାଲ ପାର୍ଶ୍ଵରେ ଥିବା 130 ଘର ଆଜି ଉଚ୍ଛେଦ କରିଛି କଟକ ମହାନଗର ନିଗମ । ଅଧିକ ପଢନ୍ତୁ...
ଲକ ଡାଉନରେ ଉଚ୍ଛେଦ, କ୍ଷତି ପୂରଣ ବାବଦରେ 50,000 ଟଙ୍କା
କଟକ: ଲକଡାଉନରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । କଟକ ତାଳଦଣ୍ଡା କେନାଲ ପାର୍ଶ୍ଵରେ ଥିବା 130 ଘର ଆଜି ଉଚ୍ଛେଦ କରିଛି କଟକ ମହାନଗର ନିଗମ । 700ରୁ ଉର୍ଦ୍ଧ୍ବ ଲୋକେ ରହୁଥିବା ଏହି ବସ୍ତିକୁ ଆଜି ମାଟିରେ ମିଶାଇ ଦେଇଛି ସିଏମସି ।