କଟକ:କଟକ ମହାନଗର ନିଗମରେ ଶନିବାର ୧୨୭ଟି କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ସେଥିରୁ ୩୩ ଜଣ ହୋମକ୍ୱାରଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ୪୭ ଜଣ ସ୍ଥାନୀୟ ଆକ୍ରାନ୍ତ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସିଏମସିରୁ ନୂଆ ୧୨୭ କୋରୋନା ପଜିଟିଭ ଚିହ୍ନଟ - ସିଏମସିରୁ ଶନିବାର ୧୨୭ କୋରୋନା ପଜିଟିଭ ଚିହ୍ନଟ
କଟକ ମହାନଗର ନିଗମରେ ଶନିବାର ୧୨୭ଟି କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ସେଥିରୁ ୩୩ ଜଣ ହୋମକ୍ୱାରଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ୪୭ ଜଣ ସ୍ଥାନୀୟ ଆକ୍ରାନ୍ତ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...
![ସିଏମସିରୁ ନୂଆ ୧୨୭ କୋରୋନା ପଜିଟିଭ ଚିହ୍ନଟ ସିଏମସିରୁ ଶନିବାର ୧୨୭ କୋରୋନା ପଜିଟିଭ ଚିହ୍ନଟ](https://etvbharatimages.akamaized.net/etvbharat/prod-images/768-512-8520239-810-8520239-1598108180847.jpg)
ସିଏମସିରୁ ଶନିବାର ୧୨୭ କୋରୋନା ପଜିଟିଭ ଚିହ୍ନଟ
ଏପର୍ଯ୍ୟନ୍ତ ସିଏମସି ଅଞ୍ଚଳରୁ ୩୧୦୪ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୧୮୬୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୧୭ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୧୧୭୯ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଶନିବାର ୩ ଜଣଙ୍କର ମୃତ୍ୟୁ ଘଟିଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ