ଓଡିଶା

odisha

ETV Bharat / city

ପୁଣି କଟକରୁ 10 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଷ୍ଟେଟ୍ ଫ୍ଲାଇଂ ସ୍କ୍ବାର୍ଡ ଟିମ୍ ଚଢାଉ କରି ଟାଙ୍ଗୀ ଟୋଲ୍ ଗେଟ୍ ନିକଟରୁ ଏକ କ୍ବିଣ୍ଟାଲ 5 କେଜି ଗଞ୍ଜେଇ ଜବତ କରିଛି । ଅଧିକ ପଢନ୍ତୁ...

By

Published : Jun 24, 2021, 1:23 PM IST

Updated : Jun 24, 2021, 2:01 PM IST

ପୁଣି କଟକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ
ପୁଣି କଟକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

କଟକ: ପୁଣି କଟକରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ । ଷ୍ଟେଟ୍ ଫ୍ଲାଇଂ ସ୍କ୍ବାର୍ଡ ଟିମ୍ ଚଢାଉ କରି ଟାଙ୍ଗୀ ଟୋଲ୍ ଗେଟ୍ ନିକଟରୁ ଏକ କ୍ବିଣ୍ଟାଲ 5 କେଜି ଗଞ୍ଜେଇ ଜବତ କରିଛି ।

ପୁଣି କଟକରୁ 10 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜେଇ ଗାଡି ଗଜପତିରୁ କୋଲକାତା ଯାଉଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା । ଖବର ପାଇଁ ଷ୍ଟେଟ୍ ଫ୍ଲାଇଂ ସ୍କ୍ବାର୍ଡ ଟିମ୍ ଟାଙ୍ଗୀ ଟୋଲ୍ ଗେଟ୍ ନିକଟରେ ଚଢାଉ କରି 105 କେଜି ଗଞ୍ଜେଇ ଜବତ କରି ଜଣଙ୍କୁ ଗରିଫ କରିଛି । ଗିରଫ ଅଭିଯୁକ୍ତ କୋଲକାତାର ମହାସିନ୍ଧୁ ଦାସ ମହାପାତ୍ର ବୋଲି ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 10 ଲକ୍ଷ ହେବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jun 24, 2021, 2:01 PM IST

ABOUT THE AUTHOR

...view details