ଭୁବନେଶ୍ବର : ଜିରୋ ନାଇଟ ପାଇଁ କଟକଣା, କଡାକଡି ଜଗିବ ପୋଲିସ । ହୋଟେଲ ଓ ଜନଗହଳି ସ୍ଥାନରେ ହେବ ସରପ୍ରାଇଜ ଚେକିଂ,୨୦ ପ୍ଲାଟୁନ ପୋଲିସ ହେବେ ମୁତୟନ । ନିୟମ ଉଲଙ୍ଘନ ହେଲେ ଫାଇନ ସହ ହେବ କଡା କାର୍ଯାନୁଷ୍ଠାନ । ସମସ୍ତ ଥାନା ମାନଙ୍କୁ ନଜର ରଖିବାକୁ କଡା ଆଲର୍ଟ କରାଯାଇଛି । ତା ସହିତ ପିସିଆର ଓ ବାଇକ ପାଟ୍ରୋଲିଂ ଜରିଆରେ ନଜର ରଖାଯିବ । ନାଇଟ ଚେକିଂ କଡାକଡି ହେବ ।
ଜିରୋ ନାଇଟ ପାଇଁ କଡାକଡି କଟକଣା, ଜଗିବ ପୋଲିସ - ଭୁବନେଶ୍ବର ଜିରୋ ନାଇଟ ପାଇଁ କଟକଣା, କଡାକଡି ଜଗିବ ପୋଲିସ
ଜିରୋ ନାଇଟ ପାଇଁ କଟକଣା, କଡାକଡି ଜଗିବ ପୋଲିସ । ହୋଟେଲ ଓ ଜନଗହଳି ସ୍ଥାନରେ ହେବ ସରପ୍ରାଇଜ ଚେକିଂ, ୨୦ ପ୍ଲାଟୁନ ପୋଲିସ ହେବେ ମୁତୟନ । ଅଧିକ ପଢନ୍ତୁ...

ଜିରୋ ନାଇଟ ପାଇଁ କଡାକଡି କଟକଣା; ଜଗିବ ପୋଲିସ
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ