ଓଡିଶା

odisha

ETV Bharat / city

ବିଶ୍ବ ଶିଳ୍ପୀ ଦିବସ: ମଡର୍ଣ୍ଣ ଆର୍ଟ ଗ୍ୟାଲେରୀରେ ଚିତ୍ରକଳା ପ୍ରଦର୍ଶିତ - world artist day celebrates in bbsr

ଆଜି ବିଶ୍ବ ଶିଳ୍ପୀ ଦିବସ ପାଳନ କରାଯାଉଛି । ଏହି ଅବସରରେ ରାଜଧାନୀର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀରେ ଜାତୀୟ ସ୍ତରର ଚିତ୍ରକଳା ପ୍ରଦର୍ଶିତ ହେଉଛି ।

World artist day-2019
ରାଜଧାନୀର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀରେ ବିଶ୍ବ ଶିଳ୍ପୀ ଦିବସ

By

Published : Dec 8, 2019, 6:40 PM IST

ଭୁବନେଶ୍ବର: ରାଜଧାନୀର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀରେ ଆରମ୍ଭ ହୋଇଛି ବିଶ୍ବ ଶିଳ୍ପୀ ଦିବସ 2019 । ପ୍ରତିବର୍ଷ ପରି ଚଳିତ ଥର ମଧ୍ୟ ଡିସେମ୍ବର 8ରେ ବିଶ୍ବ ଶିଳ୍ପୀ ଦିବସ ପାଳନ କରାଯାଇଛି । ଆଜି ଠାରୁ ଦୁଇ ଦିନ ଧରି ଏହି ଗ୍ୟାଲେରୀରେ ଏକ ଜାତୀୟ ସ୍ତରର ଚିତ୍ରକଳା ପ୍ରଦର୍ଶନ ହେବ ।

ରାଜଧାନୀର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀରେ ବିଶ୍ବ ଶିଳ୍ପୀ ଦିବସ

ଏହି ଅବସରରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରା, ଡ.ଫାଲଗୁନି ନାୟକ, ଶ୍ରୀ ବିକାଶ ଚୌଧୁରୀ. ଡ ଆଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରଦର୍ଶନୀରେ ରାଜ୍ୟରୁ 40ଜଣ ଚିତ୍ର ଶିଳ୍ପୀ ଭାଗ ନେଇଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details