ଭୁବନେଶ୍ବର: ଗଛ ଆମର ଜୀବନ ଧନ ଯୋଗାଏ ଆମକୁ ପାଣି ପବନ । ଏହି ନାରା ଦେଇ ପବିତ୍ର ରକ୍ଷା ବନ୍ଧନ ଗଛରେ ରାକ୍ଷୀ ବାନ୍ଧିଲେ ପ୍ରେରଣାର କର୍ମକର୍ତ୍ତା । ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମି ପକ୍ଷରୁ ଗଛରେ ରଖି ବାନ୍ଧିବା ସହ ବୃକ୍ଷ ବଣ୍ଟନ କରିଥିଲେ । ଗଛଟିଏ ଜୀବନ ଟିଏ ତେଣୁ ଯୋଉ ମାତ୍ରାରେ ସହରରେ ଗଛ କଟାଯାଉଛି ଆଉ ସେହି କାରଣରୁ ଅମ୍ଳଜାନ କମି କମି ଯାଉଛି ।
ଗଛକୁ ରାକ୍ଷୀ ବାନ୍ଧିଲେ ପ୍ରେରଣା କର୍ମକର୍ତ୍ତା - ରାକ୍ଷୀ ପୂର୍ଣ୍ଣିମା 2022
ଗଛ ଆମର ଜୀବନ ଧନ ଯୋଗାଏ ଆମକୁ ପାଣି ପବନ । ଏହି ନାରା ଦେଇ ପବିତ୍ର ରକ୍ଷା ବନ୍ଧନ ଗଛରେ ରାକ୍ଷୀ ବାନ୍ଧିଲେ ପ୍ରେରଣାର କର୍ମକର୍ତ୍ତା । ଅଧିକ ପଢନ୍ତୁ
ପବିତ୍ର ରକ୍ଷା ବନ୍ଧନ ଗଛରେ ରାକ୍ଷୀ ବାନ୍ଧିଲେ ପ୍ରେରଣା ର କର୍ମକର୍ତା
ଆମେ ଜୀବନ ଜିଇଁବା ମୁସକିଲ ହୋଯାଇଛି । ଆଉ ଏହି କାରଣରୁ ପ୍ରାକୃତିକ ଦୁର୍ବିପାକ ମଧ୍ୟ ହେଉଛି । ଯେଉଁଥିପାଇଁ ଅକାଳରେ ଧନ ଜୀବନ ନଷ୍ଟ ହେଉଛି । ତେଣୁ ଗଛର ସୁରକ୍ଷା ପାଇଁ ମହିଳା କର୍ମକର୍ତ୍ତା ମାନେ ରାକ୍ଷୀ ବାନ୍ଧି ପରିବେଶ ତଥା ଗଛର ସୁରକ୍ଷାର ବାର୍ତ୍ତା ଦେଇଥିଲେ । ଗତକାଲି ଥିଲା ରକ୍ଷା ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ସ୍ନେହର ଡୋରି ବାନ୍ଧିଥିଲା ଭଉଣୀ । ରାକ୍ଷୀକୁ ନେଇ ଚାରିଆଡେ ଉତ୍ସବମୁଖର ପରିବେଶ ଥିଲା ।
ଇଟିଭି ଭାରତ, ଭୁବନେଶ୍ବର
Last Updated : Aug 12, 2022, 10:44 AM IST