ମହିଳାଙ୍କ ପାଇଁ ଦିନଟିଏ, ପରିଜନ ଲେଖିଲେ ପ୍ରେରଣା କାହାଣୀ - ବିଶ୍ବ ମହିଳା ଦିବସ
ଆଜି ବିଶ୍ବ ମହିଳା ଦିବସ ଅବସରରେ ଆମେ ଆପଣଙ୍କଠାରୁ ମାଗିଥି୍ଲୁ ଆପଣଙ୍କ ପ୍ରେରଣାର କାହାଣୀ ବିଷୟରେ । ଆଉ ଆପଣମାନେ ବହୁ ମାତ୍ରାରେ ଆମକୁ ସମର୍ଥନ କରି ପଠାଇଥିଲେ ସୁନ୍ଦର ସୁନ୍ଦର କାହାଣୀ । ତେବେ ଆସନ୍ତୁ ଆପଣଙ୍କ କାହାଣୀ ଆମେ ଦୁନିଆକୁ କହିବା...
ନାରୀ ପ୍ରକୃତି, ଆକୃତି, ସମ୍ପୁର୍ଣ୍ଣା..ନାରୀ ବିନା ସଂସାର ଗଠନ ଅସମ୍ଭବ । କେବେ ନାରୀ ବିନାଶର କାରଣ ତ କେବେ ନାରୀ ସରଞ୍ଚନାର ଅୟଂଆରମ୍ଭ । କଥାରେ ଅଛି କୌଣସି ବ୍ୟକ୍ତିର ସଫଳତା ପଛରେ ନାରୀର ହାତ ରହିଛି । ଅନେକାଂଶରେ ଏହା ସତ ମଧ୍ୟ । ଆମ ସମାଜରେ ଗୋଟେପଟେ ନାରୀ ନିର୍ଯ୍ୟାତନା ବଢିବାରେ ଲାଗିଛି, ଆଉ ଗୋଟେପଟେ ନାରୀ ସଫଳତା ଶୀର୍ଷ ଛୁଇଁବାରେ ଲାଗିଛି । ଆଜିର ପୁରୁଷକୈନ୍ଦ୍ରିକ ଯୁଗରେ ନାରୀର ସମ୍ମାନ ପାଇଁ ଲଢେଇ ଜାରି ରହିବ କିନ୍ତୁ ସମ୍ମାନକୁ ଦାବି କରି ମାଗିବା ବ୍ୟତିତ ଉର୍ଦ୍ଧ୍ବରେ ଅଛନ୍ତି କିଛି ବରେଣ୍ୟା, ଏମାନେ ଆମ ସମାଜରେ ନିଚ୍ଛକ ଉଦାହରଣ । ଆଜି ବିଶ୍ବ ମହିଳା ଦିବସ ଅବସରରେ ଆମେ ଆପଣଙ୍କଠାରୁ ମାଗିଥି୍ଲୁ ଆପଣଙ୍କ ପ୍ରେରଣାର କାହାଣୀ ବିଷୟରେ । ଆଉ ଆପଣମାନେ ବହୁ ମାତ୍ରାରେ ଆମକୁ ସମର୍ଥନ କରି ପଠାଇଥିଲେ ସୁନ୍ଦର ସୁନ୍ଦର କାହାଣୀ । ଆପଣଙ୍କ ପ୍ରେରଣା କାହାଣୀକୁ ଲେଖିବା ଆମ ପାଇଁ ଥିଲା ନିଆରା ଅନୁଭୂତୀ । ତେବେ ଆସନ୍ତୁ ଆପଣଙ୍କ କାହାଣୀ ଆମେ ଦୁନିଆକୁ କହିବା...
- ବାଲେଶ୍ବରରୁ ମା' କନକଲତା ପୃଷ୍ଟିଙ୍କୁ ମହିଳା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ପୁୁଅ ଅଭୟ କୁମାର ପୃଷ୍ଟି
- କଟକରୁ ମା'ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ହାଇକୋର୍ଟର ଆଇନଜୀବୀ ପୂର୍ବସା ପ୍ରିୟଦର୍ଶିନୀ ସାମନ୍ତରାୟ
- ଭୁବନେଶ୍ବରର ଏମବିଏ ଛାତ୍ରୀ ନିଜ ପ୍ରେରଣା ମହିଳା ଉଦ୍ୟୋଗୀ ସବିତା ଶତପଥୀଙ୍କୁ ଜଣାଇଛନ୍ତି ଅଭିନନ୍ଦନ ଓ ଶୁଣାଇଛନ୍ତି ଖୁବ୍ ସୁନ୍ଦର କାହାଣୀ
- ଭୁବନେଶ୍ବରର ବିଜେବି କଲେଜ ଛାତ୍ରୀ ସଂଘମିତ୍ରା ପଣ୍ଡା ନିଜ ମା'ଙ୍କୁ ଜଣାଇଛନ୍ତି ଶୁଭେଚ୍ଛା
- ହାଇଦ୍ରାବାଦରୁ ରୋଜାଲିନ୍ ସାହୁ ନିଜ ମା' ଝୁନାରାଣୀ ସାହୁଙ୍କ ପାଇଁ ଲେଖିଛନ୍ତି ପ୍ରୀତିର ବାର୍ତ୍ତା
- ଜଗସିଂହପୁରରୁ ମା'ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ମୃତିରେଖା ପରିଜା
- ଜଗତସିଂହପୁରରୁ ନିଜ ମା'ଙ୍କୁ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି ବିଏନ ଧନଞ୍ଜୟ
- ଭୁବନେଶ୍ବରରୁ ରିଙ୍କି ସାହୁ ନିଜ ମା ଓ ଭଉଣୀଙ୍କୁ ଜଣାଇଛନ୍ତି ମହିଳା ଦିବସ ଶୁଭେଚ୍ଛା
- ସମ୍ବଲପୁରରୁ ବିଷ୍ଣୁପ୍ରିୟା ମହାପାତ୍ର ନିଜ ପ୍ରେରଣାଙ୍କୁ ଜଣାଇଛନ୍ତି ମହିଳା ଦିବସର ଶୁଭେଚ୍ଛା ବାର୍ତ୍ତା
- ପୁରୀରୁ ତୃପ୍ତିମୟୀ ଦାସ ନିଜ 2 ଉଉଣୀଙ୍କ ପାଇଁ ସ୍ନେହର ସନ୍ଦେଶ ଦେଇଛନ୍ତି
- ଭଦ୍ରକରୁ ଉଜ୍ଜ୍ୱଳା ଯତି ନିଜ ଭଉଣୀଙ୍କ ପ୍ରେରଣାରେ ପ୍ରେରିତ