ଓଡିଶା

odisha

ବଢିବ ପବନର ବେଗ, ଘଣ୍ଟା ପ୍ରତି 120ରୁ 130କିମି ବେଗ: ପାଣିପାଗ ବିଭାଗ

By

Published : May 19, 2020, 11:37 PM IST

ପବନର ବେଗ ବର୍ତ୍ତମାନ 120ରୁ 130 କିମି ଘଣ୍ଟା ପ୍ରତି ରହିଛି । 20 ତାରିଖ ମଧ୍ୟାହ୍ନରେ ଦୀଘା ଓ ବାଂଲାଦେଶ ହାତିଆ ଦୀପ ମଧ୍ୟରେ ସୁନ୍ଦରବନ ନିକଟରେ ଅତିକ୍ରମ କରିବ । ଘଣ୍ଟା ପ୍ରତି ୧୬୫ କିମି ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଅଧିକ ପଢ଼ନ୍ତୁ...

wind-speeds-120-to-130-km-per-hour-meteorological-department
ବଢିବ ପବନର ବେଗ, ଘଣ୍ଟା ପ୍ରତି ୧୨୦ରୁ ୧୩୦ କିମି ବେଗ: ପାଣିପାଗ ବିଭାଗ

ଭୁବନେଶ୍ବର: ବର୍ତ୍ତମାନ ପାରାଦୀପଠାରୁ ୩୬୦ କିମି ଦକ୍ଷିଣରେ ରହିଛି । ପବନର ବେଗ ବର୍ତ୍ତମାନ 120ରୁ 130 କିମି ଘଣ୍ଟା ପ୍ରତି ରହିଛି । 20 ତାରିଖ ମଧ୍ୟାହ୍ନରେ ଦୀଘା ଓ ବାଂଲାଦେଶ ହାତିଆ ଦୀପ ମଧ୍ୟରେ ସୁନ୍ଦରବନ ନିକଟରେ ଅତିକ୍ରମ କରିବ । ଘଣ୍ଟା ପ୍ରତି 160 ରୁ 165 କିମି ବେଗରେ ପବନ ବହିବ । ମଙ୍ଗଳବାର ରାତିରୁ ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ୪୫ ରୁ ୫୫ କିମି ରହିବ । ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details