ଭୁବନେଶ୍ବର: ପୁରୀ ଜିଲ୍ଲା ନିମାପଡ଼ାରୁ ବିଜେଡି ପକ୍ଷରୁ 3 ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସମୀର ରଞ୍ଜନ ଦାଶ । ପୂର୍ବରୁ ସେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଥିଲେ । ଏଥର ପୁଣି ସେ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।
Odisha New Cabinet: ଦାୟିତ୍ବର ସହ କାର୍ଯ୍ୟ ନିର୍ବାହ କରିବି କହିଲେ ସମୀର ଦାଶ - ରାଷ୍ଟ୍ରମନ୍ତ୍ରୀ ସମୀର ଦାଶ
ପୁରୀ ଜିଲ୍ଲା ନିମାପଡ଼ାରୁ ବିଜେଡି ପକ୍ଷରୁ 3 ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସମୀର ରଞ୍ଜନ ଦାଶ । ଏଥର ପୁଣି ସେ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଅଧିକ ପଢ଼ନ୍ତୁ
Odisha New Cabinet: ଦାୟିତ୍ବର ସହ କାର୍ଯ୍ୟ ନିର୍ବାହ କରିବି କହିଲେ ସମୀର ଦାଶ
Odisha New Cabinet: ଦାୟିତ୍ବର ସହ କାର୍ଯ୍ୟ ନିର୍ବାହ କରିବି କହିଲେ ସମୀର ଦାଶ
ଏହାକୁ ନେଇ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, "ପ୍ରଥମେ ୨୦୧୯ରେ ମୁଖ୍ୟମନ୍ତ୍ରୀ ପ୍ରଥମେ ତାଙ୍କ ଟିମ୍ରେ ମୋତେ କାର୍ଯ୍ୟ କରିବାକୁ ସୁଯୋଗ ଦେଇଥିଲେ । ପୁଣି ଥରେ ମନ୍ତ୍ରୀମଣ୍ଡଳରେ ମୋତେ ମୁଖ୍ୟମନ୍ତ୍ରୀ ସାମିଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯେଉଁ ବିଭାଗ ଦେବେ ସେହି ବିଭାଗ ସହ କାର୍ଯ୍ୟ କରିବି ।"