ଭୁବନେଶ୍ବର: ଆସନ୍ତା 5 ଦିନ ପାଗ ଶୁଖିଲା ରହିବ । ହେଲେ ୩ ଦିନ ପର୍ଯ୍ୟନ୍ତ ଓଡିଶାରେ ଲାଗି ରହିବ ଘନ କୁହୁଡି । ଆସନ୍ତା ୨୪ ଘଣ୍ଟା ମଙ୍ଗଳବାର ମଧ୍ୟରେ କଟକ, ଜଗତସିଂହପୁର, ବୌଦ୍ଧ, ଖୋର୍ଦ୍ଧା, ଭଦ୍ରକ ଜିଲ୍ଲାରେ ଘନ କୁହୁଡି ଦେଖା ଦେବ । କେନ୍ଦ୍ରାପଡା, ଯାଜପୁର, ମାଲକାନଗିରି, ପୁରୀ, ନୟାଗଡ଼, କନ୍ଧମାଳ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର କୁହୁଡି ହେବ । ସ୍ୱାଭାବିକ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ।
3 ଦିନ ପର୍ଯ୍ୟନ୍ତ ଲାଗି ରହିବ ଘନ କୁହୁଡି - next 3 days will be hevy fog in odisha
ଆସନ୍ତା 5 ଦିନ ପାଗ ଶୁଖିଲା ରହିବ । ହେଲେ ୩ ଦିନ ପର୍ଯ୍ୟନ୍ତ ଓଡିଶାରେ ଲାଗିରହିବ ଘନ କୁହୁଡି । ସୂଚନା ଦେଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

3 ଦିନ ପର୍ଯ୍ୟନ୍ତ ଲାଗି ରହିବ ଘନ କୁହୁଡି
3 ଦିନ ପର୍ଯ୍ୟନ୍ତ ଲାଗି ରହିବ ଘନ କୁହୁଡି
ସେହିପରି ଭବାନୀପାଟଣାରେ ୧୧.୬, କୋରାପୁଟରେ ୯.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ସ୍ୱାଭାବିକ ତାପମାତ୍ରା ରହିଛି । ଭୁବନେଶ୍ୱରରେ ୧୨.୯ ତାପମାତ୍ରା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ