ଓଡିଶା

odisha

ETV Bharat / city

ବି.କେ ଶର୍ମା ହେଲେ ଭାରପ୍ରାପ୍ତ ଡିଜିପି - incharge DGP

1986 ବ୍ୟାଚର ଆଇପିଏସ ଅଫିସର ବିଜୟ କୁମାର ଶର୍ମାଙ୍କୁ ମିଳିଲା ଭାରପ୍ରାପ୍ତ ଡିଜିପି ଦାୟିତ୍ବ ।

ଫାଇଲ ଫଟୋ

By

Published : Aug 7, 2019, 2:56 PM IST

ଭୁବନେଶ୍ବର: ରାଜ୍ୟ ଅଗ୍ନିଶମ ଏବଂ ଗୃହରକ୍ଷୀ ବିଭାଗର ଡିଜି ଥିବା 1986 ବ୍ୟାଚର ଆଇପିଏସ ଅଫିସର ବିଜୟ କୁମାର ଶର୍ମାଙ୍କୁ ଭାରପ୍ରାପ୍ତ ଡିଜିପି ଦାୟିତ୍ବ ମିଳିଛି । ଆସନ୍ତାକାଲି(ଗୁରୁବାର) ଲୋକାୟୁକ୍ତ ସଦସ୍ୟ ଭାବେ କାର୍ଯ୍ୟରେ ଯୋଗ ଦେବେ ଆର. ପି ଶର୍ମା ।

ABOUT THE AUTHOR

...view details