ଓଡିଶା

odisha

ETV Bharat / city

ମାସ୍କ-ପିପିଇ କିଟ ଦୁର୍ନୀତି: ପ୍ରାଥମିକ ରିପୋର୍ଟ ଦାଖଲ କଲା ଭିଜିଲାନ୍ସ - Vigilance submitted the preliminary report

ବହୁ ଚର୍ଚ୍ଚିତ ମାସ୍କ ଓ ପିପିଇ କିଟ ଦୁର୍ନୀତି ମାମଲାରେ ଲୋକୟୁକ୍ତଙ୍କ ନିର୍ଦ୍ଦେଶରେ ପ୍ରାଥମିକ ରିପୋର୍ଟ ଦାଖଲ କରିଛି ଭିଜିଲାନ୍ସ। ଲୋକାୟୁକ୍ତଙ୍କ ତିନି ଜଣିଆ ଖଣ୍ଡପୀଠ ରିପୋର୍ଟକୁ ଅନୁଧ୍ୟାନ କରି ଶୁଣାଣି କରିବେ । ଅଧିକ ପଢନ୍ତୁ...

ମାସ୍କ-ପିପିଇ କିଟ ଦୁର୍ନୀତି: ପ୍ରାଥମିକ ରିପୋର୍ଟ ଦାଖଲ କଲା ଭିଜିଲାନ୍ସ
ମାସ୍କ-ପିପିଇ କିଟ ଦୁର୍ନୀତି: ପ୍ରାଥମିକ ରିପୋର୍ଟ ଦାଖଲ କଲା ଭିଜିଲାନ୍ସ

By

Published : Mar 16, 2021, 12:21 PM IST

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମାସ୍କ ଓ ପିପିଇ କିଟ ଦୁର୍ନୀତି ମାମଲାରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ପ୍ରାଥମିକ ରିପୋର୍ଟ ଦାଖଲ କରିଛି ଭିଜିଲାନ୍ସ। ଲୋକୟୁକ୍ତଙ୍କ ତିନି ଜଣିଆ ଖଣ୍ଡପୀଠ ରିପୋର୍ଟକୁ ଅନୁଧ୍ୟାନ କରି ଶୁଣାଣି କରିବେ । ରିପୋର୍ଟକୁ ତର୍ଜମା କରିବା ପରେ ଆସନ୍ତା ମାର୍ଚ୍ଚ 26 ରେ ଏହାର ପରବର୍ତ୍ତୀ ଶୁଣାଣି ହେବ।

ମାସ୍କ-ପିପିଇ କିଟ ଦୁର୍ନୀତି: ପ୍ରାଥମିକ ରିପୋର୍ଟ ଦାଖଲ କଲା ଭିଜିଲାନ୍ସ

ଲୋକାୟୁକ୍ତଙ୍କ ଖଣ୍ଡପୀଠ ରିପୋର୍ଟକୁ ଅନୁଧ୍ୟାନ କରି ଶୁଣାଣି କରିବେ। ତେବେ ପୂର୍ବରୁ ଭିଜିଲାନ୍ସର ତଦନ୍ତ ନେଇ ସନ୍ଦେହ ପ୍ରକାଶ କରିଥିଲେ ଅଭିଯୋଗକାରୀ ସୁଦର୍ଶନ ଦାସ। ପ୍ରକାଶଥାଉକି, ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ। ଜଣେ ଏସପି କିମ୍ବା ଏଏସପି ର୍ୟାଙ୍କର ଅଧିକାରୀଙ୍କ ତତ୍ତ୍ବାବଧାନରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details