ଓଡିଶା

odisha

By

Published : Oct 20, 2020, 10:56 AM IST

Updated : Oct 20, 2020, 12:47 PM IST

ETV Bharat / city

ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ହୋଇଛି ଚଢାଉ । ଅଧିକ ପଢନ୍ତୁ...

Vigilance raid on the house of an assistant executive engineer
ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ବର:ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଭୁବନେଶ୍ବର ୟୁନିଟ ୩ ପିଏଚ ଡିଭିଜନ ୨ କାର୍ଯ୍ୟାଳୟ ସହ ୬ଟି ସ୍ଥାନରେ ରେଡ ହୋଇଥିବା ଜଣାପଡିଛି।

ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ସେଲ ପକ୍ଷରୁ ୬ଟି ଟିମ ଏହି ଚଢାଉ କରାଯାଇଛି । ତେବେ, ଚଢାଉ ସମୟରେ ମିଳିଥିବା ସମ୍ପତ୍ତିର ମୂଲ୍ୟ ୫୦ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 20, 2020, 12:47 PM IST

ABOUT THE AUTHOR

...view details