ଭୁବନେଶ୍ବର: ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁଭେନ୍ଦୁ ପ୍ରଧାନଙ୍କ ଘରେ ରେଡ କରିଛି ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ ୟୁନିଟ । ଭୁବନେଶ୍ବର କାର୍ଯ୍ୟାଳୟ ସମେତ 3ଟି ସ୍ଥାନରେ ଜାରି ରହିଛି ଚଢାଉ ।
ମହଙ୍ଗା ପଡିଲା ଆୟବହିର୍ଭୂତ ସମ୍ପତ୍ତି, କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ - junior engineer trap by vigilance
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ଲକ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସର ଚଢାଉ । ବ୍ଲକ କାର୍ଯ୍ୟାଳୟ ସମେତ ତିନୋଟି ସ୍ଥାନରେ ରେଡ କରିଛି ଟିମ । ଅଧିକ ପଢନ୍ତୁ...

ଜୁନିୟର ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ
ମହଙ୍ଗା ପଡିଲା ଆୟବହିର୍ଭୂତ ସମ୍ପତ୍ତି, କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ
ଭୁବନେଶ୍ବର ସ୍ଥିତ ବ୍ଲକ କାର୍ଯ୍ୟାଳୟ ସମେତ ଖଣ୍ଡଗିରି ସ୍ଥିତ ହାଉସିଂ ବୋର୍ଡରେ ଥିବା ବାସଭବନ ଓ କାକଟପୁର ଶ୍ରୀଚନ୍ଦନପୁରରେ ଥିବା ପୈତୃକ ଘର ଚଢାଉ କରୁଛି ଟିମ । ରେଡ ବେଳେ ସମ୍ପତ୍ତି ତାଲିକାର ହିସାବ ନିକାଶ କରୁଛନ୍ତି ଅଧିକାରୀ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Jan 27, 2021, 7:00 PM IST