ଭୁବନେଶ୍ବର: ରାଷ୍ଟ୍ରପତିଙ୍କ ଗସ୍ତ ପରେ ଓଡିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ତେବେ ଅକ୍ଟୋବର ୬ରେ ଉପରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି ।
ଓଡିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ - ଟ୍ବିନସିଟିରେ ୨ଟି କାର୍ଯ୍ୟକ୍ରମ
ଅକ୍ଟୋବର ୬ରେ ଓଡିଶା ଆସିପାରନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଗସ୍ତ ସମୟରେ ଟ୍ବିନ ସିଟିରେ ୨ଟି କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସୂଚନା ମିଳିଛି ।
![ଓଡିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ](https://etvbharatimages.akamaized.net/etvbharat/prod-images/768-512-4589926-thumbnail-3x2-vcjpeg.jpg)
ଫାଇଲ ଫଟୋ
ଏହି ଗସ୍ତ ସମୟରେ ଟ୍ବିନସିଟିରେ ୨ଟି କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସୂଚନା ରହିଛି ।