ଭୁବନେଶ୍ବର:ଜୁଲାଇ 23 ତାରିଖରେ ଅନୁଷ୍ଠିତ ହେବ କୁଳପତି ସମ୍ମିଳନୀ । ଲୋକସେବା ଭବନର ସମ୍ମିଳନୀ କୋଠରୀରେ ଏହି ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ମଳିଛି ।
ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ବିଶ୍ବ ବିଦ୍ୟାଳୟର କୁଳପତି, କୂଳସଚିବ ଓ ଅଧିକାରୀ ଏହି ବୈଠକରେ ଉପସ୍ଥିତ ରହିବେ। ଉଚ୍ଚ ଶିକ୍ଷା ଅନ୍ତ୍ରୀ ଅରୁଣ ସାହୁ ଏହିତ ବୈଠକର ଅଧ୍ୟକ୍ଷତା କରିବେ। ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଓ ବିଭାଗୀୟ ଅଧିକାରୀ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ।