ଓଡିଶା

odisha

ETV Bharat / city

ଦୁଇ ମାସ ମଧ୍ୟରେ 45ଟି ନୂତନ ପୋକ୍ସୋ କୋର୍ଟ - ତ୍ବରିତ ନ୍ୟାୟ

ମହିଳା ଓ ନାବାଳିକାଙ୍କୁ ତ୍ବରିତ ନ୍ୟାୟ ଦେବାପାଇଁ ରାଜ୍ୟ ସରକାର ଦୁଇ ମାସ ମଧ୍ୟରେ ରାଜ୍ୟରେ 45ଟି ପୋକ୍ସୋ କୋର୍ଟ ଖୋଲିବେ । ଅଧିକ ପଢନ୍ତୁ...

45 posco court
45 posco court

By

Published : Jan 14, 2020, 7:49 PM IST

ଭୁବନେଶ୍ବର: ରାଜ୍ୟରେ ଗଠନ ହେବ 45ଟି ନୂତନ ପୋକ୍ସୋ କୋର୍ଟ । ମହିଳାଓ ନାବାଳିକାଙ୍କୁ ସୁରକ୍ଷା ଦେବାରେ ସବୁବେଳେ ରାଜ୍ୟ ସରକାର ପ୍ରାଥମିକତା ଦେଇ ଆସିଛନ୍ତି । ତ୍ବରିତ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାର 30ଟି ଜିଲ୍ଲାରେ ଖୁବ ଶୀଘ୍ର ପୋକ୍ସୋ କୋର୍ଟ ଗଠନ କାମ ଆରମ୍ଭ କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ।

ଦୁଇ ମାସ ମଧ୍ୟରେ 45 ଟି ନୂତନ ପୋସ୍କୋ କୋର୍ଟ

ତେବେ ଖୁବ କମ ଦିନ ଭିତରେ ରାଜ୍ୟରେ 45 ଟି ନାବାଳିକା ଓ ମହିଳାଙ୍କ ପାଇଁ ପୋକ୍ସୋ କୋର୍ଟ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ 24 ଟି ପୋକ୍ସୋ କୋର୍ଟ ଓ 21ଟି ମହିଳା କୋର୍ଟ ରହିବ । ଆସନ୍ତା ଦୁଇ ମାସ ମଧ୍ୟରେ ପ୍ରତ୍ୟେକ ଜିଲ୍ଲାରେ ପୋକ୍ସୋ କୋର୍ଟ ଗଠନ ଆରମ୍ଭ ହେବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details