ଭୁବନେଶ୍ବର: ରାଜ୍ୟରେ 16 ତାରିଖ ପରେ ଟୀକାକରଣର ଦୁଇ ତିନି ପୂର୍ବରୁ ରାଜ୍ୟକୁ ଭ୍ୟାକ୍ସିନ ଆସିପାରେ । ଓଡ଼ିଶାର 160 ସ୍ଥାନରେ ଟୀକାକରଣ ହେବ । ଏହାସହ ଦୁଇଟି ଜାଗାରେ ଟୁ ଓଏ କମ୍ୟୁନିକେସନ ରହିବ। ଡ଼ିଏଚଏଚ ସୁନ୍ଦରଗଡ଼ ଓ କ୍ୟାପିଟାଲ ହସ୍ପିଟାଲରେ ରହିବ ଏହି ବ୍ୟବସ୍ଥା । ସିଧାସଳଖ ଏହି ଦୁଇ ସ୍ଥାନରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟୀକା ସମ୍ପର୍କରେ ଫିଡ଼ ବ୍ୟାକ ନେଇ ପାରିବେ ।
ଓଡ଼ିଶାର 160 ସ୍ଥାନରେ ହେବ ଟୀକାକରଣ - ରାଜ୍ୟକୁ ଆସିବ ଭ୍ୟାକ୍ସିନ
ଓଡ଼ିଶାର 160 ସ୍ଥାନରେ ଟୀକା କରଣ ହେବ । ଏହାସହ ଦୁଇଟି ଜାଗାରେ ଟୁ ଓଏ କମ୍ୟୁନିକେସନ ରହିବ। ୧୬ ତାରିଖ ପରେ ଭ୍ୟାକସିନ ଆସି ଓଡିଶା ପହଁଞ୍ଚିବ। ଅଧିକ ପଢନ୍ତୁ...
ଓଡ଼ିଶାର 160 ସ୍ଥାନରେ ହେବ ଟୀକା କରଣ
ଟୀକାକରଣ ପରିଚାଳନା କରିବା ପାଇଁ ରାଜ୍ୟ ସ୍ତରରେ ଷ୍ଟେଟ ମନିଟରିଂ ଟିମ ଗଠନ ହୋଇଛି । ସେମାନେ ଜିଲ୍ଲା ସ୍ତରରେ ଯାଇ ମନିଟରିଂ କରିବେ । କୋରନା ଟୀକା କରଣ ପାଇଁ 17,18 ଓ 19ରେ ହେବାକୁ ଥିବା ପଲସ ପୋଲିଓ ଟୀକା କରଣ କାର୍ଯ୍ୟକ୍ରମକୁ ସ୍ତଗିତ ରଖାଯାଇଛି।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ
Last Updated : Jan 11, 2021, 7:29 PM IST