ଭୁବନେଶ୍ବର: ଶନିବାରଠୁ ଆରମ୍ଭ ହେବ ଟୀକାକରଣ । ଭୁବନେଶ୍ବରର 6ଟି ହସ୍ପିଟାଲରେ ଶନିବାର ଦିଆଯିବ ଟିକା । ତେବେ କେବଳ କୋଭାକ୍ସିନ ଟିକା ଦିଆଯିବ।
ଏହି ଟୀକାକରଣରୁ ବାଦ ପଡିବେ ଗର୍ଭବତୀ ମହିଳା, ଗୁରୁତର ଅସୁସ୍ଥ ରୋଗୀ, ମେଡିକାଲରେ ଆଡ଼ମିଟ ହୋଇଥିବା ବ୍ୟକ୍ତି। ଏହାସହ 14 ଦିନ ଭିତରେ କୌଣସି ଟିକା ନେଇଥିଲେ ସେମାନଙ୍କୁ ମଧ୍ୟ ଦିଆଯିବନି ଟିକା ।