ଭୁବନେଶ୍ବର: ଟୀକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା। ଲକଡାଉନରେ ରବିବାର ବ୍ୟତୀତ ଅନ୍ୟ ସବୁ ଦିନ ହେବ ଟୀକାକରଣ । ସୋମବାରରୁ ଶନିବାର ପର୍ଯ୍ୟନ୍ତ ହେବ ଟୀକାକରଣ । ଯେଉଁମାନେ ଟୀକାକରଣ ପାଇଁ ଯିବେ ସେମାନେ ନିଜ ବ୍ୟବସ୍ଥାରେ ଯାଇ ଟିକା ନେଇପାରିବେ ।
ରବିବାରକୁ ଛାଡି ଅନ୍ୟ ସବୁଦିନ ହେବ ଟୀକାକରଣ - ସବୁଦିନ ହେବ ଟୀକାକରଣ
ଲକଡାଉନରେ ରବିବାର ବ୍ୟତୀତ ଅନ୍ୟ ସବୁ ଦିନ ହେବ ଟୀକାକରଣ । ସୋମବାରରୁ ଶନିବାର ପର୍ଯ୍ୟନ୍ତ ହେବ ଟୀକାକରଣ । ଯେଉଁମାନେ ଟୀକାକରଣ ପାଇଁ ଯିବେ, ସେମାନେ ନିଜ ବ୍ୟବସ୍ଥାରେ ଯାଇ ଟିକା ନେଇପାରିବେ । ଅଧିକ ପଢନ୍ତୁ...

ରବିବାର ଦିନକୁ ଛାଡି ଅନ୍ୟ ସବୁଦିନ ହେବ ଟୀକାକରଣ
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ