ଓଡିଶା

odisha

By

Published : Apr 5, 2021, 8:12 PM IST

Updated : Apr 5, 2021, 9:48 PM IST

ETV Bharat / city

ବଦଳିଲା ଟୀକାକରଣ ସମୟ

ରୌଦ୍ରତାପକୁ ଦୃଷ୍ଟିରେ ରଖି ଟୀକାକରଣ ସମୟ ବଦଳାଇଛନ୍ତି ସରକାର । ଏଥର ସକାଳ 8ଟାରୁ ମଧ୍ୟାହ୍ନ 12 ଓ ଅପରାହ୍ନ 3ଟାରୁ ସନ୍ଧ୍ୟା 6ଟା ଯାଏଁ ଟୀକାକରଣ ସମୟ ଧାର୍ଯ୍ୟ କରାଯାଇଛି । ଅଧିକ ପଢନ୍ତୁ...

ବଦଳିଲା ଟୀକାକରଣ ସମୟ
ବଦଳିଲା ଟୀକାକରଣ ସମୟ

ଭୁବନେଶ୍ବର: ରାଜ୍ୟରେ ବଢ଼ୁଥିବା ରୌଦ୍ରତାପକୁ ଦୃଷ୍ଟିରେ ରଖି ଟୀକାକରଣ ସମୟ ବଦଳାଇଛନ୍ତି ସରକାର । ଜାରି କରିଛନ୍ତି ନୂଆ ସମୟ । ଏଥର ସକାଳ 8ଟାରୁ ମଧ୍ୟାହ୍ନ 12 ଓ ଅପରାହ୍ନ 3ଟାରୁ ସନ୍ଧ୍ୟା 6ଟା ଯାଏଁ ଟୀକାକରଣ ସମୟ ଧାର୍ଯ୍ୟ କରାଯାଇଛି ।

ବଦଳିଲା ଟୀକାକରଣ ସମୟ

ଏନେଇ ଜିଲ୍ଲାପାଳ, ମହାନଗର ନିଗମ ଅଧ୍ୟକ୍ଷ, ସିଡିଏମଓଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର । ଏନେଇ ଆନୁସଙ୍ଗିକ ବ୍ୟବସ୍ଥା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ପ୍ରଦୀପ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 5, 2021, 9:48 PM IST

ABOUT THE AUTHOR

...view details