ଓଡିଶା

odisha

ETV Bharat / city

କୋଭିଡ ପାଇଁ କଏଦୀଙ୍କୁ ଭ୍ଯାକ୍ସିନେସନ, ୪୫ରୁ ୬୦ ବର୍ଷ ବୟସ୍କଙ୍କୁ ଦିଆଯିବ ପ୍ରାଧାନ୍ଯ

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କଏଦୀଙ୍କ ହେବ ଟିକାକରଣ । ଅଧିକ ପଢନ୍ତୁ...

କୋଭିଡ ପାଇଁ କଏଦୀଙ୍କୁ ଭ୍ଯାକ୍ସିନେସନ, ୪୫ରୁ ୬୦ ବର୍ଷ କଏଦୀଙ୍କୁ ଦିଆଯିବ ପ୍ରାଧାନ୍ଯ
କୋଭିଡ ପାଇଁ କଏଦୀଙ୍କୁ ଭ୍ଯାକ୍ସିନେସନ, ୪୫ରୁ ୬୦ ବର୍ଷ କଏଦୀଙ୍କୁ ଦିଆଯିବ ପ୍ରାଧାନ୍ଯ

By

Published : May 19, 2021, 7:56 AM IST


ଭୁବନେଶ୍ବର: ଜେଲରେ କୋଭିଡ ସକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣକୁ ପ୍ରଧାନ୍ଯ । ଗଠିତ ହୋଇଥିବା ହାଇପାୱାର କମିଟିର ସମ୍ମତିକ୍ରମେ ୮୭ଟି ଜେଲର ୧୦୯୯ ଜଣ କଏଦୀଙ୍କର ଡବଲ ଡୋଜ ଟୀକାକରଣ ଶେଷ । ୭୨୮ ଜଣଙ୍କୁ ସିଙ୍ଗଲ ଡୋଜ ଦିଆଯାଇଛି । ସମସ୍ତ ଜେଲ୍ କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଟୀକାକରଣ ସରିଛି ।

କୋଭିଡ ପାଇଁ କଏଦୀଙ୍କୁ ଭ୍ଯାକ୍ସିନେସନ, ୪୫ରୁ ୬୦ ବର୍ଷ କଏଦୀଙ୍କୁ ଦିଆଯିବ ପ୍ରାଧାନ୍ଯ

ଏହି କ୍ରମରେ ଝାରପଡା ଜେଲରେ ୧୯୫ ଜଣଙ୍କର କୋଭିଡ ଟେଷ୍ଟିଂ ସରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details