ଭୁବନେଶ୍ବର: ରାଜ୍ୟରେ ଆଉ 141 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ସଂଖ୍ୟା 2245କୁ ବୃଦ୍ଧି ପାଇଛି । 141 ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 110 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ବାହାରିଥିବାବେଳେ 31 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେପଟେ ସୁସ୍ଥଙ୍କ ସଂଖ୍ୟା 1245 ଥିବାବେଳେ 7 ଜଣଙ୍କର ମୃତ୍ୟୁ ଘଟିଛି ।
ଆଉ ନୂଆ 141 ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 2245କୁ ବୃଦ୍ଧି
ରାଜ୍ୟରେ 2104 ଆକ୍ରାନ୍ତ, 1245 ସୁସ୍ଥ
10:20 June 02
ଆଉ ନୂଆ 141 ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 2245କୁ ବୃଦ୍ଧି
06:02 June 02
ରାଜ୍ୟରେ 2104 ଆକ୍ରାନ୍ତ, 1245 ସୁସ୍ଥ
ଭୁବନେଶ୍ବର: ରାଜ୍ୟରେ ଗୋଟିଏ ଦିନରେ 156 ଆକ୍ରାନ୍ତ ଚିହ୍ନଟ ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 2104 କୁ ବୃଦ୍ଧି । ସେପଟେ ସମୁଦାୟ 1245 ଜଣ ସୁସ୍ଥ ହୋଇଛନ୍ତି । 7 ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Last Updated : Jun 2, 2020, 10:22 AM IST