ଭୁବନେଶ୍ବର: ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ 156 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା 2104କୁ ବୃଦ୍ଧି ପାଇଥିବାବେଳେ ସକ୍ରିୟ ସଂଖ୍ୟା 969 ରହିଛି । ତେବେ ରାଜ୍ୟରେ 1126 ଜଣ ସୁସ୍ଥ ହୋଇଥିବାବେଳେ 7 ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।
ରାଜ୍ୟରେ 2104 ଆକ୍ରାନ୍ତ, 1126 ସୁସ୍ଥ - ରାଜ୍ୟରେ 1948 ଆକ୍ରାନ୍ତ

ରାଜ୍ୟରେ 1948 ଆକ୍ରାନ୍ତ, 1126 ସୁସ୍ଥ
11:49 June 01
ରାଜ୍ୟରେ 2104 ଆକ୍ରାନ୍ତ, 1126 ସୁସ୍ଥ
06:46 June 01
ରାଜ୍ୟରେ 1948 ଆକ୍ରାନ୍ତ, 1126 ସୁସ୍ଥ
ଭୁବନେଶ୍ବର: ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ 129 କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ସଂଖ୍ୟା 1948 ରେ ପହଞ୍ଚିଛି । ସେପଟେ ସମୁଦାୟ 1126 ଜଣ ସୁସ୍ଥ ହୋଇଛନ୍ତି । 7 ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Last Updated : Jun 1, 2020, 11:52 AM IST