ଓଡିଶା

odisha

ETV Bharat / city

ପ୍ରତାପ ଷଡଙ୍ଗୀଙ୍କ ବାଲେଶ୍ବରରେ କୋଭିଡ କେୟାର ହସ୍ପିଟାଲ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ବାଲେଶ୍ବରରେ ଅକ୍ସିଜେନ ଓ ଆଇସିୟୁ ବେଡ୍‌ ଥିବା ଏକ କୋଭିଡ କେୟାର ହସ୍ପିଟାଲ ନିର୍ମାଣ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେବାକୁ ଷଡଙ୍ଗୀ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

By

Published : May 13, 2021, 7:21 PM IST

ପ୍ରତାପ ଷଡଙ୍ଗୀଙ୍କ ବାଲେଶ୍ବରରେ କୋଭିଡ କେୟାର ହସ୍ପିଟାଲ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି
ପ୍ରତାପ ଷଡଙ୍ଗୀଙ୍କ ବାଲେଶ୍ବରରେ କୋଭିଡ କେୟାର ହସ୍ପିଟାଲ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ବର: ମହାମାରୀ କୋରୋନା ସଙ୍କଟ ଦେଇ ଗତିକରୁଛି ଭାରତ । କୋରୋନାର ମୁକାବିଲା ପାଇଁ ପ୍ରୟାସ ଜାରି ରଖିଛନ୍ତି ସରକାର । ବର୍ତ୍ତମାନ ସ୍ଥିତିରେ ଅକ୍ସିଜେନର ରହିଛି ଅତ୍ୟନ୍ତ ଆବଶ୍ୟକତା । ସେହିପରି ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଇସିୟୁ ବେଡ୍‌ର ମଧ୍ୟ ବଢାଇବା ଜରୁରୀ ହୋଇପଡିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ପ୍ରତାପ ଷଡଙ୍ଗୀଙ୍କ ବାଲେଶ୍ବରରେ କୋଭିଡ କେୟାର ହସ୍ପିଟାଲ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଡିଆରଡିଓ ଦ୍ବାରା ବାଲେଶ୍ବରରେ ଅକ୍ସିଜେନ ଓ ଆଇସିୟୁ ବେଡ୍‌ ଥିବା ଏକ କୋଭିଡ କେୟାର ହସ୍ପିଟାଲ ନିର୍ମାଣ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେବାକୁ ଷଡଙ୍ଗୀ ଅନୁରୋଧ କରିଛନ୍ତି ।

ABOUT THE AUTHOR

...view details