ଓଡିଶା

odisha

ETV Bharat / city

ବଦଳିଲା +୩ ପ୍ରଥମ ସିଲେକ୍ସନର ଆଡମିଶନ ତାରିଖ - ବଦଳିଲା +୩ ଆଡମିଶନ ତାରିଖ

+୩ ପ୍ରଥମ ସିଲେକ୍ସନର ଆଡମିଶନ ତାରିଖ ବଦଳିଛି । ଜାଣନ୍ତୁ ତାରିଖ...

ବଦଳିଲା +୩ ପ୍ରଥମ ସିଲେକ୍ସନର ଆଡମିଶନ ତାରିଖ
ବଦଳିଲା +୩ ପ୍ରଥମ ସିଲେକ୍ସନର ଆଡମିଶନ ତାରିଖ

By

Published : Sep 3, 2021, 6:29 PM IST

ଭୁବନେଶ୍ବର: ବଦଳିଲା +୩ ପ୍ରଥମ ସିଲେକ୍ସନର ଆଡମିଶନ ତାରିଖ । ସେପ୍ଟେମ୍ବର 13 ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର 16 ତାରିଖ ପର୍ଯ୍ୟନ୍ତ ଚାଲିବ ଆଡମିଶନ । ପୂର୍ବରୁ ସେପ୍ଟେମ୍ବର 11 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ତାରିଖ ନିର୍ଦ୍ଧାରିତ ହୋଇଥିଲା ।

ବଦଳିଲା +୩ ପ୍ରଥମ ସିଲେକ୍ସନର ଆଡମିଶନ ତାରିଖ

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ୟୁଜି ଆଡମିଶନରେ ପରିବର୍ତ୍ତନ କରାଯାଇଛି । ଯାହା ସେପ୍ଟେମ୍ବର 13ରୁ 16 ସେପ୍ଟେମ୍ବର ପର୍ଯ୍ୟନ୍ତ ଆଡମିଶନ ଚାଲିବ । ଏନେଇ ସମସ୍ତ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି । ତେବେ ସୂଚନା ଥାଉ କି ଅଗଷ୍ଟ ୨୦ରୁ ସେପ୍ଟମ୍ବର ୪ ଯାଏଁ SAMS ୱେବସାଇଟରେ ଫର୍ମ ପୂରଣ ହୋଇଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details