ଭୁବନେଶ୍ବର:ଲୁଟ୍ ପାଇଁ ହୋଇଥିଲା ବାବା ବିଭୁ ପ୍ରସାଦ ଦାସଙ୍କୁ ଛୁରାମାଡ । ଗତମାସ ୧୬ତାରିଖରେ ଘାଟିକିଆରେ କରିଥିଲେ ଲୁହ ଲୁହାଣ । ରାତିରେ ଏକୁଟିଆ ଯାଉଥିବା ବାବାଙ୍କୁ ଦେଖି କରିଥିଲେ ଛୁରାମାଡ଼ । ଛାତିରେ ଛୁରାମାଡ଼ କରି ନେଇଯାଇଥିଲେ ମୋବାଇଲ ଫୋନ । ଏହି ଘଟଣାରେ ଛୁରାମାଡ କରିଥିବା ଦୀପକ ପ୍ରଧାନ ଓରଫ କାଳିଆ ସହ ଲୁଟ୍ ମୋବାଇଲ କିଣୁଥିବା ସହଯୋଗୀ ଶୁଭମ ସ୍ବାଇଁକୁ ଗିରଫ କରିଛି ଭରତପୁର ଥାନା ପୋଲିସ । ସେମାନଙ୍କ ନିକଟରୁ ୧୪ଟି ଲୁଟ ମୋବାଇଲ ସହ ଗୋଟିଏ ବାଇକ ଜବତ କରିଛି ପୋଲିସ ।
ଇସ୍କନ ବାବାଙ୍କୁ ଛୁରାମାଡ଼ କରିଥିବା ଦୁଇ ଅଭିଯୁକ୍ତ ଗିରଫ - ଇସ୍କନ ବାବାଙ୍କୁ ଛୁରାମାଡ଼
ଲୁଟ୍ ପାଇଁ ଇସ୍କନ ବାବାଙ୍କୁ ଛୁରାମାଡ଼ ଘଟଣାରେ ଗିରଫ ହେଲେ ଛୁରାମାଡ କରିଥିବା ଅଭିଯୁକ୍ତ । ଅଧିକ ପଢ଼ନ୍ତୁ
ଇସ୍କନ ବାବାଙ୍କୁ ଛୁରାମାଡ଼, ବନ୍ଧା ହେଲେ ଦୁଇ କ୍ରିମିନାଲ୍
ଇସ୍କନ ବାବାଙ୍କୁ ଛୁରାମାଡ଼, ବନ୍ଧା ହେଲେ ଦୁଇ କ୍ରିମିନାଲ୍
ଇଟିଭି ଭାରତ, ଭୁବନେଶ୍ବର