ଭୁବନେଶ୍ବର:ଜାନୁଆରୀ 26 ରୁ କରୋନା କଟକଣା ମଧ୍ୟରେ ରାଜ୍ୟବାସୀଙ୍କ ଅତି ପ୍ରତିକ୍ଷିତ ଆଦିବାସୀ ମେଳା ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆଦିବାସୀ ବ୍ୟବସାୟୀ ଓ ସ୍ଵୟଂ ସହାୟକ ଗୋଷ୍ଠୀମାନେ ଆସି ପହଞ୍ଚିଛନ୍ତି ।
ଜାନୁଆରୀ 26ରୁ ଆଦିବାସୀ ମେଳା; ବ୍ୟବସାୟକୁ ନେଇ ଆଶଙ୍କାରେ ଆଦିବାସୀ - ବ୍ୟବସାୟକୁ ନେଇ ଆଶଙ୍କାରେ ଆଦିବାସୀ
ଜାନୁଆରୀ 26 ଠାରୁ କରୋନା କଟକଣା ମଧ୍ୟରେ ରାଜ୍ୟବାସୀଙ୍କ ଅତି ପ୍ରତିକ୍ଷିତ ଆଦିବାସୀ ମେଳା ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆଦିବାସୀ ବ୍ୟବସାୟୀ ଓ ସ୍ଵୟଂ ସହାୟକ ଗୋଷ୍ଠୀମାନେ ଆସି ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...
ଆସନ୍ତାକାଲି ଠାରୁ ଆଦିବାସୀ ମେଳା; ବ୍ୟବସାୟକୁ ନେଇ ଆଶଙ୍କାରେ ଆଦିବାସୀ
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ