ଭୁବନେଶ୍ବର: ରାଜଧାନୀରେ ଫାଟିଲା ଟ୍ରାନସଫର। ଚନ୍ଦ୍ରଶେଖରପୁର ଓମଫେଡ ଛଟ ନିକଟରେ ଟ୍ରାନ୍ସଫର୍ମର ଫାଟିଛି। ଘଟଣାରେ ଦୁଇଟି ଦୋକାନ ଜଳିଯିବା ସମେତ 4ଜଣ ଗୁରୁତର ହୋଇଛନ୍ତି।
ଓମଫେଡ ଅଫିସ ପାଖରେ ଫାଟିଲା ଟ୍ରାନ୍ସଫର୍ମର, ୪ ଗୁରୁତର - Transformer blast
ଭୁବନେଶ୍ବର ଚନ୍ଦ୍ରଶେଖରପୁର ଓମଫେଡ ଅଫିସ ଗେଟ ସମ୍ମୁଖରେ ଅଘଟଣ। ବିଦ୍ୟୁତ ଟ୍ରାନ୍ସଫର୍ମର ଫାଟି 4 ଗୁରୁତର। ଟ୍ରାନ୍ସଫର୍ମର ତଳେ ଜଳଖିଆ ଦୋକାନ ଦେଇଥିବା ବାପା ପୁଅ ଗୁରୁତର। ଅଧିକ ପଢନ୍ତୁ...
ଓମଫେଡ ଅଫିସ ପାଖରେ ଫାଟିଲା ଟ୍ରାନସଫର, ୪ ଗୁରୁତର
ଓମଫେଡ ଅଫିସ ପାଖରେ ଫାଟିଲା ଟ୍ରାନ୍ସଫର୍ମର, ୪ ଗୁରୁତର
ଓମଫେଡ ଅଫିସ ପାଖରେ ଫାଟିଲା ଟ୍ରାନ୍ସଫର୍ମର, ୪ ଗୁରୁତର
ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଅଗ୍ନିଶମ ଟିମ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Mar 17, 2021, 9:19 AM IST