ଓଡିଶା

odisha

ETV Bharat / city

ରାଜ୍ୟରେ ସୁସ୍ଥ ହେଲେ ୧୬୫୨ କୋଭିଡ ଆକ୍ରାନ୍ତ

କୋରୋନାରୁ ଶନିବାର ରାଜ୍ୟରେ ଆଉ ୧୬୫୨ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୬୫ ହଜାର ୩୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ସୁସ୍ଥ ହେଲେ ୧୬୫୨ ଜଣ
ରାଜ୍ୟରେ ସୁସ୍ଥ ହେଲେ ୧୬୫୨ ଜଣ

By

Published : Aug 5, 2021, 8:47 PM IST

ଭୁବନେଶ୍ବର: କୋରୋନାରୁ ଶନିବାର ରାଜ୍ୟରେ ଆଉ ୧୬୫୨ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୬୫ ହଜାର ୩୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୨୦୬, ପୁରୀରୁ ୧୨୭, ବଲାଙ୍ଗୀରରୁ ୨, ଝାରସୁଗୁଡ଼ାରୁ ୧୨, ବରଗଡ଼ରୁ ୮, ନବରଙ୍ଗପୁରରୁ ୧୧, ସମ୍ବଲପୁରରୁ ୧୫, ଯାଜପୁରରୁ ୮୩, କଳାହାଣ୍ଡିରୁ ୫, ମୟୂରଭଞ୍ଜରୁ ୬୧, ରାୟଗଡ଼ାରୁ ୧୪, ଗଞ୍ଜାମରୁ ୯, କେନ୍ଦୁଝରରୁ ୧୩, ନୟାଗଡ଼ରୁ ୭୯, ସୋନପୁରରୁ ୧୮, ଜଗତସିଂହପୁରରୁ ୮୧, କୋରାପୁଟରୁ ୪, ବାଲେଶ୍ବରରୁ ୫୫, ଭଦ୍ରକରୁ ୭୨, ଗଜପତିରୁ ୩, କେନ୍ଦ୍ରାପଡ଼ାରୁ ୩୬, ଦେବଗଡ଼ରୁ ୧୦, କନ୍ଧମାଳରୁ ୧୫, ମାଲକାନଗିରିରୁ ୪, ଢ଼େଙ୍କାନାଳରୁ ୨୪, ବୌଦ୍ଧରୁ ୪ ଓ ଷ୍ଟେଟ୍‌ ପୁଲ୍‌ରୁ ୧୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details