ଓଡିଶା

odisha

ETV Bharat / city

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର... - TOP NEWS

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...
TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

By

Published : Jul 10, 2020, 3:06 PM IST

1.5 ଜିଲ୍ଲାକୁ ମାଓ ମୁକ୍ତ ଘୋଷଣା କଲେ ରାଜ୍ୟ ସରକାର

ମାଓ ପ୍ରବଣ ତାଲିକାରୁ 5 ଜିଲ୍ଲାକୁ ମାଓମୁକ୍ତ ଘୋଷଣା । ଟ୍ବିଟ କରି ସୂଚନା ଦେଲେ ପୋଲିସ ଡିଜିପି ।

2.ଗୋଟିଏ ଦିନ ପାଇଁ ବିଧାନସଭା ସଟଡାଉନ

ଗୋଟିଏ ଦିନ ପାଇଁ ବିଧାନସଭା ସଟଡାଉନ । ବିଧାନସଭାର କର୍ମଚାରୀଙ୍କ ମାଆ କୋରୋନା ପଜେଟିଭ୍ ବାହାରିବା ପରେ ନିଆଯାଇଛି ଏପରି ନିଷ୍ପତି ।

3.ରାଜ୍ୟରେ ସର୍ବାଧିକ 755 କୋରୋନା ପଜିଟିଭ ଚିହ୍ନଟ, ମୃତ୍ୟୁ ସଂଖ୍ୟା 56କୁ ବୃଦ୍ଧି

ରାଜ୍ୟରେ ବେକାବୁ କୋରୋନା । ଶୁକ୍ରବାର ସର୍ବାଧିକ 755 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି..

4.ବିହାର ଚମ୍ପାରଣରେ SSB ଓ STFର ମିଳିତ ଏନକାଉଣ୍ଟର, 4 ନକ୍ସଲ ନିପାତ

4 ନକ୍ସଲ ନିହତ ହୋଇଥିବା ବେଳେ ଘଟଣାସ୍ଥଳରୁ ଅନେକ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ରହିଛି..

5.ରଜୌରୀରେ ପାକର ଅସ୍ତ୍ରବିରତି ଉଲ୍ଲଙ୍ଘନ, ଜଣେ ଯବାନ ଶହୀଦ

ଶୁକ୍ରବାର ଜମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରର ରଜୌରୀ ଜିଲ୍ଲାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ..

6.କୋଭିଡ ସେଣ୍ଟରରେ ବଢିଲା ଖାଦ୍ୟ ଯୋଗାଣ ଭତ୍ତା

କୋଭିଡ ସେଣ୍ଟରରେ ଦୈନିକ ଖାଇବା ଖର୍ଚ୍ଚ ବୃଦ୍ଧି ହୋଇଛି । ଏହାକୁ 240 ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର..

7.କୋରୋନା ଆତଙ୍କ: 24ଘଣ୍ଟାରେ 26,506 ନୂଆ କେସ

ଦିନକୁ କୋରୋନା ସଂକ୍ରମଣଙ୍କ ସଂଖ୍ୟା ହୁହୁ ହେଇ ବଢି ଚାଲିଛି । ଆଜି 24ଘଣ୍ଟାରେ 26,506ଟି ନୂଆ ପଜିଟିଭ କେସ ସାମ୍ନାକୁ ଆସିଛି ଓ 457ଜଣଙ୍କ ମୃତ୍ୟୁ ହୋଇଛି ।

8.ମେଡିକାଲ ଫାଣ୍ଡିର ଜଣେ କନେଷ୍ଟବଳ କୋରୋନା ପଜେଟିଭ

ମେଡିକାଲ ଫାଣ୍ଡିକୁ ବ୍ୟାପିଲା କୋରୋନା । ଜଣେ କନେଷ୍ଟବଳ କୋରୋନା ପଜେଟିଭ । ଅନ୍ୟ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ।

9.ଷ୍ଟିଲସିଟିରେ ବ୍ୟାପୁଛି କୋରୋନା: ସପ୍ତାହକୁ 2 ଦିନ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

ସାପ୍ତାହିକ ସଟଡାଉନରେ ସାମିଲ ହେଲା ରାଉରକେଲା । କୋଭିଡ -19 ସଂକ୍ରମଣ ରୋକିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ରାଉରକେଲା ସହରକୁ ସପ୍ତାହରେ 2 ଦିନ ଅର୍ଥାତ ଶନିବାର ଓ ରବିବାର ସଟଡାଉନ କରିବାକୁ ଘୋଷଣା କରିଛନ୍ତି ..

10.ଆଜି ପ୍ରକାଶ ପାଇବ ICSE, ISC ରେଜଲ୍ଟ

କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକଜାମିନେସ ପକ୍ଷରୁ ଶୁକ୍ରବାର ଆଇସିଏସଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶ କରିବ..

ABOUT THE AUTHOR

...view details