ଭୁବେନଶ୍ବର: ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ । ପ୍ରଥମ ଥର ପାଇଁ ବୈଠକ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୈଠକ ବସିବାକୁ ଯାଉଛି । କୋଭିଡ-19 ଭୂତାଣୁ ଲାଗି ସାମାଜିକ ଦୂରତା ବଜାୟ ରଖିବାକୁ ଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଆସନ୍ତାକାଲି କ୍ୟାବିନେଟ ବୈଠକ, ଭିଡିଓ କନ୍ଫରେନ୍ସିଂରେ ହେବ ଆଲୋଚନା - video conferencing
ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ ବସିବା ନେଇ ସୂଚନା ମିଳିଛି । କୋରୋନା ଲକ୍ଡାଉନ୍ ପାଇଁ ଏହି ବୈଠକ ଭିଡିଓ କନଫେରନ୍ସିଂରେ ଜରିଆରେ ହେବ ବୋଲି କୁହାଯାଇଛି ।
![ଆସନ୍ତାକାଲି କ୍ୟାବିନେଟ ବୈଠକ, ଭିଡିଓ କନ୍ଫରେନ୍ସିଂରେ ହେବ ଆଲୋଚନା tomorrow will state cabinet](https://etvbharatimages.akamaized.net/etvbharat/prod-images/768-512-6707727-576-6707727-1586327142718.jpg)
ଆସନ୍ତାକାଲି କ୍ୟାବିନେଟ ବୈଠକ, ଭିଡିଓ କନ୍ଫରେନ୍ସିଂରେ ହେବ ଆଲୋଚନା
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ କୋଭିଡ 19 ପରିଚାଳନା ସଂକ୍ରାନ୍ତୀୟ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ନେଇ ସୂଚନା ମିଳିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ